StoryMirror - Read, Write, Share & Repeat- ଭିଜା ଭିଜା ଚନ୍ଦନarun sahoo · 1 min read · 413 readsଭିଜା ଭିଜା ଚନ୍ଦନRomance
- ନିଶବ୍ଦ ବର୍ଷାଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.8K readsସବୁଜ ଘାସ ଗାଲିଚାକୁ,
କେବେ ଦେଖିଛ (?)
କେବେ କାନଡ଼େରି ଶୁଣିଛ ?
ତା… ଲୁକ୍କାୟୀତ ଘଡ଼ଘଡ଼ିକୁ ?Others

ବର୍ଷା ଭିଜା ମୁଠାଏ ମାଟି ।
କାଶ୍ୟପ ।Ram Prasad Bisoi · 2 min read · 13.7K readsବର୍ଷା ଭିଜା ମୁଠାଏ ମାଟି । କାଶ୍ୟପ ।
କବିତାସ୍ନାତା ନାୟିକା ଆସି ସାମ୍ମନାରେ ଛିଡ଼ାହୋଇ କହିଲେ, ""ହଇ"" କି ? ମ କେତେଦିନ ଖୋଜୁଥିବ ମରୁଭୂମିରେ ପାଣି ଛାଡି ଖଜୁରୀରସ ସବୁଦିନେ ଲେଖ ତୁମେ କବିତା, କରି ସାଥୀ ------------- ତୁମ ଇଛା ମାନଙ୍କୁ କନ୍ୟା , ଏଇ ଦେଖ ବିଛାଇ ଦେଇଛି ମୋ ଶରୀରର ସବୁ ରୂପ ଲାବଣ୍ୟ କରି ମୋ ରକ୍ତିମ ଅଧରକୁ ସୁବାସିତ ରେଭଲେନଁ ଲିପିଷ୍ଟିକରେ ରଙ୍ଗୀନ, ସବୁ ସମ୍ବେଦନଶୀଳ ଅଙ୍ଗେ ବିଛୁରିତ କରିଛି ପ୍ୟାରିସର ବିଶ୍ୱପ୍ରସିଦ୍ଧ ଦାମିକା ସୁବାସିତ ଅକ୍ୱା ବେସିସ ଅତର ଚେରୀ ବ୍ଲୁଜୁମ କରିବାକୁ ତମକୁ ଆଲ୍ଲାହଦିତ , ଆଖି ମୋର ----------------! ସାଇତି ରଖିଛି ତମ ଲାଗି ବି କିଛି ସ୍ଵପ୍ଣ,,ମୁଁ କଣ ? ତୁମ ସେଇ କଳ୍ପନା କବିତା ନାୟିକା ନୁହେଁ ସମ । (୧)
କରି ତୁମ କବିତାବର୍ଷା ଦିଅ ମତେ ତମ ମୃଦୁ ଅଙ୍ଗୁଳି ସ୍ପର୍ଶ ଭିଜାଇ ଦିଅ-------------! ମୋର ତନୁ ମନ ଯୌବନ ଆଉ କଳ୍ପନାର କଳା ମେଘ ଦେଖି ନାଚୁଥିବ ବନେ କେତେ ଦିନ ହୋଇ ଏକା ଯୌନକାମିନି ମୟୁର ରତ୍ତିକଳା ସଂପୂର୍ଣା ଯୌବନା ମଧୂପର୍କ ମତୁଆଲା ଛଲକି ଯାଉଥିବା ଗିଲାସେ ଭର୍ତି ପିଆଲା ଯେ ମୁଁ --------------------! ଆସ କର ମୋ ଷୋଳ ଶୃଙ୍ଗାର ରସ ପାନ ମେଣ୍ଟି ଯାଉ ସାରା ଏ ଜୀବନର ତମ ତୃଷ୍ଣା ------------ଓଃ ତୃଷ୍ଣା ଜହ୍ନ ଆଉ ଜ୍ୟୋସ୍ତ୍ଣା ସାଥିରେ କଟି ଯାଉ ଏ ରାତି ବଞ୍ଚିବା ଥରେ ହେଲେ ତ ଜୀବନ ହୋଇ ରତିକ୍ରିଡାରତ୍ତ ଉଚ୍ଚଶୃଙ୍ଖଳିତ ମୃଗନାଭି କସ୍ତୁରୀ ମୃଗ (୨)
କେତେଦିନ ଆଲୋକିତ କରୁଥିବ ଶହ ଶହ ମନ ମନ୍ଦିର ମହମବତୀ ସମିଧିରେ ନିଜେ ଜଳି ପୁଣି ଶହ ଶହ ମହମବତୀ ଜଳାଇ ହୃଦୟେ ଅନେକ ବାଣ୍ଟି ବାଣ୍ଟି ନିଜ କାମନାର କଳ୍ପନକୁ କରି ନିଷ୍ପର୍ଭ,ନିଃଶେଷ ଆଗାମୀ ପିଡିଙ୍କୁ ଦେଇ ତୁମ ବାର୍ତ୍ତା; କର୍ମ ତୁମ ପ୍ରେମ, ତୁମ ପ୍ରେମ ନେତୃତ୍ବ ସେବା ତୁମ ପ୍ରେମ ଆଉ କଳ୍ପନା ତୁମ କବିତାସ୍ନାତା ନାୟିକା, ଆଉ ତମେ------------------! ରୌଦ୍ର ଗ୍ରୀଷ୍ମର ଅଦିନ ବର୍ଷାର ଦର ଶୁଖିଲା ବର୍ଷା ଭିଜା ମୁଠାଏ ଖାଲି ମାଟି , ବର୍ଷା ଭିଜା ମୁଠାଏ ଖାଲି ମାଟି । (ଶେଷ-୩)
ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ତା-୧୧-୦୫-୧୬ ସମୟ-ସକାଳ-୦୬-୦୬ ମିନିଟ ।Othersଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।Ram Prasad Bisoi · 1 min read · 6.9K readsଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।Others- ବର୍ଷା ଅନ୍ଧାର ରାତିSamar Ballav Bhoi · 1 min read · 283 readsକେମିତିକା ଏ ଅନ୍ଧାର ରାତି
ନା ଜହ୍ନ ନା ତାରା
ସବୁ ଯେମିତି ଲୁଚି ଯାଇଛନ୍ତି
ଅମା ଅନ୍ଧକାରର ନିବିଡ଼ତା ଭିତରେ
ମୁଁ ଖୋଜି ଖୋଜି ନୟାନ୍ତ ହେଲିଣି
ଏ ଘନ ଅନ୍ଧାର ରାତିରେRomance
- ସ୍ମୃତି ର ପ୍ରକାଶGitanjalli Moharana · 1 min read · 168 readsସ୍ମୃତି କେବେ ତୁମେ ଶୀତ ସକାଳର
ଉଷୁମ କପର ଚା,
ପୁଣି କେବେ ବର୍ଷା ଭିଜା ପ୍ରହରରେ
ଚୁଲିରୁ ନିର୍ଗତ ଧୂଆଁInspirational
Loading…