by Samar Ballav Bhoi ✓ · 11 Sept 2020
କେମିତିକା ଏ ଅନ୍ଧାର ରାତି ନା ଜହ୍ନ ନା ତାରା ସବୁ ଯେମିତି ଲୁଚି ଯାଇଛନ୍ତି ଅମା ଅନ୍ଧକାରର ନିବିଡ଼ତା ଭିତରେ ମୁଁ ଖୋଜି ଖୋଜି ନୟାନ୍ତ ହେଲିଣି ଏ ଘନ ଅନ୍ଧାର ରାତିରେ
Loading comments…
Loading comments…