Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାଜା
11 poems
ଆଧୁନିକ ପାର୍ବଣ
Smrutirekha Acharya · 1 min read · 169 reads
ବାଜା ବାଣରେ ସମ୍ପୂର୍ଣ୍ଣ ସହର କମ୍ପି ଯାଉଛି ବୁଝିନି ଆଜି ଏ ମୂର୍ଖ ମାନବ କେତେ ବିପଦକୁ କୋଳେଇ ଆଣୁଚି
Others
ପାହିଗଲା ମଧୁରାତି
Pranati Panda · 1 min read · 226 reads
ପାହିଗଲା ମଧୁରାତି
Comedy
ତୋ ପାଇଁ ମୁଁ ସଜାଇଛି ସବାରୀ
DILIP KUMAR SAHOO · 1 min read · 196 reads
ବାରିପଦାର ତୁ ବାରମଜା ମୁଢି ଚିଲିକା ଲୁଣି ଚିଙ୍ଗୁଡ଼ି ପାଇବାକୁ ତୋତେ ଦିନରାତି ମୋର ମନହୁଏ ଲୋ ରଗଡି ଶୁଭିଲାଣି ଢୋଲ ବାଜା ବାଜିଲାଣି ମହୁରୀ ତୋ ପାଇଁ ମୁଁ ସଜାଇଛି ସୁନା ରୂପା ସବାରୀ
Romance
ଆମରି କରମା ପୂଜା
Dr Prateek kumar Pahi · 1 min read · 153 reads
ହାତ ହାତ ଛନ୍ଦି ନାଚିବା ସଭିଏଁ ବାଜିଲା ମାଦଳ ବାଜା, ବରଷକେ ଥରେ ଆସିଛି ପରବ ଆମରି କରମା ପୂଜା ।
Classics
ଅଭୁଲା ସ୍ମୃତି
Sarat Manhira · 1 min read · 294 reads
ଏକ ସୁନ୍ଦର ସମୟ ଥିଲା ବରପିଲା ଓ କନ୍ୟାହାରି ବନ୍ଧନ ବାନ୍ଧୁଥିଲୁ ସାଙ୍ଗ ସାଥି ବାଜା ବଜାଉଥିଲେ ତୁମେ ଓ ମୁଁ ମାଆ ବାପା ସାଜିଥିଲୁ l
Others
ଭର୍ଚୁଆଲ ବିବାହ
Chinmaya Kumar Nayak · 1 min read · 240 reads
ବାଜା ବାଣ ଆଉ ରୋଷଣୀରେ ସିନା ହେଲାନାହିଁ ବିଭାଘର, ଘରେ କିନ୍ତୁ ନିତି ବାଣ ଫୁଟେ ଆମ ମୁଁ ବାଜା ହୋଇ ବାଜିବାର। ପତ୍ନୀଙ୍କ ଆଖିରେ ନିତି ନୂଆ ନୂଆ ରୋଷଣୀ ଜଳେ ଆଶାର ସେଇ ରୋଷଣୀରେ ଖାଲି ହୋଇଯାଏ ବ୍ୟାଙ୍କ ଜମାଖାତା ମୋର।।
Comedy
Loading…
Next page →