by Chinmaya Kumar Nayak ✓ · 12 Oct 2021
ବାଜା ବାଣ ଆଉ ରୋଷଣୀରେ ସିନା ହେଲାନାହିଁ ବିଭାଘର, ଘରେ କିନ୍ତୁ ନିତି ବାଣ ଫୁଟେ ଆମ ମୁଁ ବାଜା ହୋଇ ବାଜିବାର। ପତ୍ନୀଙ୍କ ଆଖିରେ ନିତି ନୂଆ ନୂଆ ରୋଷଣୀ ଜଳେ ଆଶାର ସେଇ ରୋଷଣୀରେ ଖାଲି ହୋଇଯାଏ ବ୍ୟାଙ୍କ ଜମାଖାତା ମୋର।।
Loading comments…
Loading comments…