Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭର୍ଚୁଆଲ
5 poems
ଆଜିର ସ୍କୁଲ
Gangotri Priyadarshini · 1 min read · 148 reads
ପିଲାମାନଙ୍କ ପାଇଁ ସମୟଟା ବଦଳି ଯାଇଛି ଫଟୋରେ ସ୍କୁଲ୍ ଚିହ୍ନେଇବା ପାଇଁ ହେଉଛି ଏମିତି ବି ସମୟ ଗୋଟେ ଦେଖିବାର ଥିଲା ଗୃହବନ୍ଦୀ ହେଇ ଏମିତି ସମସ୍ତଙ୍କ ଜୀବନ ବିତିଲା
Inspirational
ଭର୍ଚୁଆଲ୍ ବିବାହ
Anupama Sahu · 1 min read · 377 reads
ସମଲିଙ୍ଗୀ କି ଅସମ ଲିଙ୍ଗୀ ସାଥିବାଛି, ଉଚ୍ଚତମ ନ୍ୟାୟାଳୟ ବୈଧତା ଦେଇଛି,
Abstract
ଭର୍ଚୁଆଲ ବିବାହ
Chinmaya Kumar Nayak · 1 min read · 240 reads
ବାଜା ବାଣ ଆଉ ରୋଷଣୀରେ ସିନା ହେଲାନାହିଁ ବିଭାଘର, ଘରେ କିନ୍ତୁ ନିତି ବାଣ ଫୁଟେ ଆମ ମୁଁ ବାଜା ହୋଇ ବାଜିବାର। ପତ୍ନୀଙ୍କ ଆଖିରେ ନିତି ନୂଆ ନୂଆ ରୋଷଣୀ ଜଳେ ଆଶାର ସେଇ ରୋଷଣୀରେ ଖାଲି ହୋଇଯାଏ ବ୍ୟାଙ୍କ ଜମାଖାତା ମୋର।।
Comedy
ଭର୍ଚୁଆଲ ବିବାହ
Sangita Mishra Satapathy · 1 min read · 318 reads
ସମୟର ଆହ୍ୱାନ ଏ ବେଶୀ ଅର୍ଥ ଲୋଡା ନାହିଁଟି ହେବ ନାହିଁ ଗହଳି ଲୋଡା ନାହିଁ ବାଜାବାଣ ରୋଷଣୀ ଦେଖାଇ ବି ହେବ ନାହିଁ ଆଭିଜାତ୍ୟ ବଡେଇ ଭର୍ଚୁଆଲ୍ ବିବାହ ସମୟର ଆହ୍ୱାନ
Others
ଭର୍ଚୁଆଲ ବିବାହ
Sangita Mishra Satapathy · 1 min read · 343 reads
ନୂଆ କଥା ଘଟିଲା ଆଉ ଏକ ନୂଆ କଥା ମନେ ପୁଣି ଜାଗିଲା ସବୁ ଯଦି ଭର୍ଚୁଆଲି ହେଉଛି "ଭର୍ଚୁଆଲ୍ ବିବାହ "ସମ୍ଭବ ନୁହେଁ କି!
Others