English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବାଟବଣାଜୀବନ
5337 poems
ଜୀବନ ଗୀତା-୨୮୯
Geeta Sarangi · 1 min read · 96 reads
ଦୁଃଖ ତାକୁ ଘେରେ ହେଲେ ରହେନାହିଁ ଚିରଦିନ ମିଥ୍ୟାର ଡାକକୁ କରେ ନିତି ସେତ ଅଣଶୁଣା ॥
Inspirational
ଅଦେଖା ଅନ୍ଧାର
Surjyakanta Dash · 1 min read · 164 reads
ଏ କଥା ବି ସତ ଭାବିବା ଠାରୁ ଅଧିକ ମିଳିଛି ବୋଧେ ସ୍ନେହ, ଶ୍ରଦ୍ଧା ଓ ଆବେଗ ଜୀବନର ଝିଲ୍ ମିଲ୍ ଆଲୋକ ମାଳାରେ ବୋଧେ ମାଳ ଟିଏ ହୋଇ ଝୁଲୁଛି ? ମିଳି ପାରେ ମଧ୍ୟ ଯଥେଷ୍ଟ ଅଧିକ ପାଇବାର ଆଶା ଠାରୁ କିଣା ଯାଇ ପାରେ ମାଟିରୁ ଆକାଶ ତାରା
Romance
କରୋନା ଯୋଦ୍ଧା
Chinmay Behera · 1 min read · 173 reads
ହାଡର ହିଡରେ ହାଉଳି ଖାଉଛି ଅଶୀ ବରଷର ବାପ ପୁଅ ତାର ଆଉ ଫେରିବନି କେବେ ଲିଭିଛି ଜୀବନ ଦୀପ
Inspirational
ମୁଁ
Anil Pradhan · 1 min read · 168 reads
ମୁଁ ସମ୍ପର୍କର ଗହନ ବନରେ ଚାଲୁ ଚାଲୁ, ଜୀବନର ଚଲା ବାଟରେ ବାଟବଣା ହୋଇଥିବା ବାଟୋଇଟିଏ।
Inspirational
ଯଦି ତୁମେ ଫେରିବ
Prasant Kumar Nath · 1 min read · 129 reads
ହାତ ମୋର ଛାଡି ଆଉ କାହା ସାଥେ ତୁମେ ଯଦି ବାଟ ଚାଲିବ ତଥାପି ଏହାତ ଥିବ ତୁମ ପାଖେ ଯଦି କେବେ ଝୁଣ୍ଟି ପଡିବ ।
Romance
ଏକା ଏକା
Lokanath Rath · 1 min read · 407 reads
ନିଃସଙ୍ଗ ଏଇ ଜୀବନର ନିଃସଙ୍ଗତା ଖାଲି ସାଥି ହୁଏ , ଏକା ଏକା ହୋଇ , ଖାଲି ଅତୀତଯେ ମନେ ପଡ଼ିଯାଏ |
Others
Loading…
Next page →