by Surjyakanta Dash ✓ · 17 Nov 2020
ଏ କଥା ବି ସତ ଭାବିବା ଠାରୁ ଅଧିକ ମିଳିଛି ବୋଧେ ସ୍ନେହ, ଶ୍ରଦ୍ଧା ଓ ଆବେଗ ଜୀବନର ଝିଲ୍ ମିଲ୍ ଆଲୋକ ମାଳାରେ ବୋଧେ ମାଳ ଟିଏ ହୋଇ ଝୁଲୁଛି ? ମିଳି ପାରେ ମଧ୍ୟ ଯଥେଷ୍ଟ ଅଧିକ ପାଇବାର ଆଶା ଠାରୁ କିଣା ଯାଇ ପାରେ ମାଟିରୁ ଆକାଶ ତାରା
Loading comments…
Comments
Loading comments…