Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାଟୋଇ
55 poems
ବାଟୋଇ ରେ...
ବାଟୋଇ ରେ...
Abhakanta · 1 min read · 13.5K reads
ବାଟୋଇ ରେ... ବାଟୋଇ ରେ... ବାଟୋଇ ରେ... ଚାଲିଛି ପବନ ଖେଳ ଦିନରାତି ଅବିରଳ ଚାଲିବା ତ ଦିନେ ହେବ ଶେଷ, ପବନ ଭୁଲିଲେ ବାଟ ସରିବ ସକଳ ନାଟ ରହିଯିବ ବହୁ ଅବସୋସ, ବାଟୋଇ ରେ... କାମନାର ନାହିଁ ଅବକାଶ ।
Others
ଅଭିଳାଷ
Sudhashree Bhattamisra · 1 min read · 36 reads
ବାଟୋଇ ମୁଁ ବାଟବଣା କିନ୍ତୁ ପହଂଚିବି ଗନ୍ତବ୍ୟସ୍ଥଳୀ ଏହି ମୋର ଅଭିଳାଷ
Abstract
ନିସଙ୍ଗତା
Mr.GAGAN BIHARI NAYAK · 1 min read · 262 reads
ଅଜଣା ବାଟରେ ପାଦ ମୁଁ ଥାପିଛି। ଅଶରିରୀ କରି ସାଥୀ । ହରାଇଛି ବେଶି ପାଇଛି ଅଳପ ।
Action
କହିବ କିଏ
satyabrat sahoo · 1 min read · 275 reads
ପାଚେ ବରଫଳ ଆଉ ସାହାଡା ପଳାଶ ଗଛେ ନାଲି ଫୁଲ ମେଳା
Others
ଯାତ୍ରା
Jyotiranjan Acharya · 1 min read · 195 reads
ସେପରି ଅଚିହ୍ନା ସଂପୂର୍ଣ୍ଣ ନୂତନ କିନ୍ତୁ ସହଯାତ୍ରୀ ପ୍ରତି ବାଟୋଇ,
Others
ସ୍ବଭାବ
Banabihari Mishra · 1 min read · 412 reads
କେମିତି ଗୁପତ ରଖିବି ମୋ ଘର ଭିତର କଥାକୁ ଭାବି ବସିଲି।
Inspirational
Loading…
Next page →