Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାଲିଘର
432 poems
ଘର
Akshayakumar Dash · 1 min read · 245 reads
ମୋ ହ।ତରେ ଗଢ଼। ମନ୍ଦିରନିର୍ମାଣ ପ୍ରତିଷ୍ଠା ହେଲେ ବାସ୍ତୁ ପୁରୁଷୋତ୍ତମ ପତାକା ଉଡ଼ିଲା ।
Others
ପ୍ରୀତି ମନ୍ଥନ
Pallabini Acharya · 1 min read · 6.6K reads
ଆଜି ତ ଭୁଷୁଡ଼ି ପଡିଛି ସେଇ ବିଶ୍ୱାସ ହରାଇ ସରିଛି ସେ ଭରସା ରହି ଯାଇଛି କୋଉ ଗୋଟେ ଅତୀତ ପୃଷ୍ଠାରେ
Others
ତୁମେ-୨
Nibedita Mishra · 1 min read · 6.8K reads
ଯେତିକି ପାଖକୁ ପାଖକୁ ଯାଏ ମୁଁ, ପଦ୍ମ ସମ ତୁମେ ଦୁରକୁ ଦୁରେଇ ଯାଅ। ସ୍ବପ୍ନ ରେ ଆସ ଖୁବ୍ ନିବିଡତା ନେଇ, ନିମିଷକେ ଆଖିଠାର ମାରି ଉଭେଇଯାଅ ।
Tragedy
ଅପେକ୍ଷା
Nibedita Mishra · 1 min read · 7.2K reads
ଭାରି କଷ୍ଟଦିଏ ତୁମର ସଙ୍ଗତ ସମୟ ବି ଛନ୍ଦି ରହିଯାଏ ତୁମ ସହିତ, ଭାଙ୍ଗି ଗଢୁ ଥାଅ ଅନେକ ବାଲି ଘର ହଁ-ନାହିଁ ମଝିରେ ଘର ଯେ ତୁମର।
Others
ଅସଜଡା ସମ୍ପର୍କ
Liza Senapati · 1 min read · 10 reads
ମନ କହୁଛି କିଛି ସମ୍ପର୍କକୁ ଅସଜଡା ରହିବାକୁ ଦେ
Abstract
ମରୁଭୂମି
Rajendra Bishoyi · 1 min read · 148 reads
ମରୁଭୂମିର ମୁଁ ବିରହ ପ୍ରେମିକ ବାଲୁକା ରାଶି ମୋ ସହଚର ବାଲିରେ ମରିବି ବାଲିରେ ବଞ୍ଚିବି ମରୁଭୂମି ମୋର ସ୍ଥାୟୀ ଘର
Romance
Loading…
Next page →