by Nibedita Mishra ✓ · 3 Oct 2018
ଭାରି କଷ୍ଟଦିଏ ତୁମର ସଙ୍ଗତ ସମୟ ବି ଛନ୍ଦି ରହିଯାଏ ତୁମ ସହିତ, ଭାଙ୍ଗି ଗଢୁ ଥାଅ ଅନେକ ବାଲି ଘର ହଁ-ନାହିଁ ମଝିରେ ଘର ଯେ ତୁମର।
Loading comments…
Loading comments…