English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିଦ୍ୟାପତି
7 poems
ସରସ୍ଵତୀ ବନ୍ଦନା
DR PRASANTA KUMAR BISWAL · 1 min read · 186 reads
ତୁହି ମା ଗୋ ବିଜେ କଲୁ କାଳିଦାସେ କାବ୍ୟ ହେଲୁ ସିଦ୍ଧେଶ୍ଵର କଣ୍ଠେ ଦେଲୁ ମହାଭାରତ ତୋ କୃପାରେ ହୋଇଲା
Abstract
-:କାଳିଆର ଲୀଳା:-
BISWESWAR MAJHI · 1 min read · 13.8K reads
କଳ୍ପତରୁ ସ୍ୱୟଂ ଷୋଳ କଳାର ଠାକୁର ମୀନ କୁର୍ମ ଶୁକରାଦି ଦଶ ଅବତାର । ମର୍ତ୍ୟ ବୈକୁଣ୍ଠେ ରାଜିତ ଅମର ଅର୍ଚ୍ଚିତ ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ
Inspirational
ପରିହର ମହବାହୁ
BISWESWAR MAJHI · 1 min read · 7K reads
କଳିର କଳୁଷ ବଢେ କଳାକର ପରି ନାଶକର ନରହରି କଳ୍କି ରୂପ ଧରି । ଅନିତ୍ୟ ସଂସାରୁ ପାରି କର ହେ ସାମନ୍ତ ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।।
Others
ମୁଁ ଖାଲି ହଜିବାକୁ ଚାହେଁ
Debadatta Mishra · 1 min read · 209 reads
ଲକ୍ଷେ ଜନସମୁଦ୍ରରେ ଧାଡ଼ିଦେଇ , ବେହିପୁଅ ଡାକଶୁଣି ବେତ ମାଡ଼ ଖାଇବା ବି ମୋ ଦ୍ଵାରା ହୁଏନି । ମୋର ବା କି ଯାଏ ତୁମ ବତିଶ ବେଶରେ , ତୁମ ଷାଠିଏ ପଉଟିରେ , ତୁମ ଦେବଦାସୀ ନୃତ୍ୟରେ , ତୁମ ସାଆନ୍ତେ ପଣରେ ।
Classics
ଗୁହାରୀ ମୋ ଶୁଣ ଜଗନ୍ନାଥ
SUBASH CHANDRA KHUNTIA · 1 min read · 871 reads
ଆର୍ଯ୍ୟ ଅନାର୍ଯ୍ୟର ମିଳନ ତ ହେଲା କେବଳ ତୁମରି ପାଇଁ ସେଥିପାଇଁ ପରା ତୁମରି ମନ୍ଦିରେ ଜାତି ଧର୍ମ କିଛି ନାହିଁ ॥
Abstract
ନୀଳ ମାଧବ
Gangotri Priyadarshini · 1 min read · 226 reads
ନୀଳ ମାଧବ
Classics
Loading…
Next page →