by Debadatta Mishra ✓ · 5 Jan 2021
ଲକ୍ଷେ ଜନସମୁଦ୍ରରେ ଧାଡ଼ିଦେଇ , ବେହିପୁଅ ଡାକଶୁଣି ବେତ ମାଡ଼ ଖାଇବା ବି ମୋ ଦ୍ଵାରା ହୁଏନି । ମୋର ବା କି ଯାଏ ତୁମ ବତିଶ ବେଶରେ , ତୁମ ଷାଠିଏ ପଉଟିରେ , ତୁମ ଦେବଦାସୀ ନୃତ୍ୟରେ , ତୁମ ସାଆନ୍ତେ ପଣରେ ।
Loading comments…
Comments
Loading comments…