StoryMirror - Read, Write, Share & Repeat- ନିଷ୍ଠୁର ସମୟSambit Srikumar · 1 min read · 361 readsନିଷ୍ଠୁର ସମୟHorror
- ଅନ୍ଧ ହୋଇ ଭଲ ହୋଇଛିSatyabati Swain · 1 min read · 357 readsଅନ୍ଧ ହୋଇ ଭଲ ହୋଇଛିTragedy
- ଅନ୍ତହୀନ ବିଳାପKalyani Nanda · 1 min read · 209 readsନିର୍ଜନତା ତା ବିଦଗ୍ଧ ରାଗିଣୀର ,
ଆଳାପରେ ସୁର ତୋଳୁଛି,
ହେଲେ ସେ ଭଗ୍ନ ସ୍ବର ,Others
- ବିଳାପ ଧରଣୀରpabitra Kumar nayak · 1 min read · 1.2K readsଶୀତଳ ସମୀର ହୋଇଣ ଅଧୀର କହୁଛି ସାଜିଲି ତତଲା ମୁହିଁ
କେଉଁଠି ପାଇବି ପାରୁନାହିଁ ଜାଣି କହିଦିଅ ଥରେ ମୋତେ ବୁଝେଇ !Tragedy
- ରାତ୍ରିର ବିଳାପ । କାଶ୍ୟପ ।Ram Prasad Bisoi · 1 min read · 6.6K reads
ଝିଲମିଲି ଆକାଶର ତାରା ଜହ୍ନ କୁ କହିଲା ଆସ ! ଦେଖ ରାତି,ପୂର୍ଣ ଯୌବନାବତୀ ମୋ ଦେହର ଅଳସେଇ ବୟସ ଭାଙ୍ଗୁଛି ଭାଙ୍ଗ ତମକୁ ଦେଖି କହୁଛି ମନ ଆସ ପାଖକୁ ତ ଆସ , ମତେ ଦେଖି ଯାଅ ମୋ ଆଖିର ବନ୍ଧନିରେ ଯେ ରଖିଛି ତମକୁ ବାନ୍ଧି ତା ମନ ଗହନ କଥା ବୁଝି ତ ଯାଅ । (୧) ତମ ଲେଖନୀ ରୁ ନିର୍ଗତ ପ୍ରତିଟି ଶବ୍ଦର ଲକ୍ଷ୍ୟ ଅଭେଦ୍ୟ ,ମର୍ମାହତ ହୃଦୟ ଆଉ କେମିତି କହନ୍ତି ଭଲ ପାଏ ବୋଲି ତମେ, ଯେମିତି ଦେଖିବାକୁ ଚାହଁ ,ସେମିତି ଆସି ପରିବେଷଣ କରୁଛି ନିଜକୁ ତମେ ପୁରୁଷ, ମୁଁ ପ୍ରକୃତି ମୋ ପାଇଁ ଧରବନ୍ଧା ନିୟମ ଅନେକ । (୨)
ତମ ଶୀତଳ ଆଲୋକେ ଭରି ଦିଅ ମୋ ତନୁ, ମନ, ଯୌବନ ଆଉ ସୃଷ୍ଟି ର ଚରମ ଉନ୍ମାଦନା , ପଛେ ସାଜିଲେ ସଜିବି ତୁମ ପାଇଁ ରାତି ର ଅଭିସାରିକା ସାଥୀ ବିନା ଭଲ ଲାଗେନା ଅଳସେଇ ରାତି ଭାଙ୍ଗୁଛି ଭାଙ୍ଗ ଶୁଣ ତ ଏ ରାତ୍ରିର ବିଳାପ । (୩)
ରାମ ପ୍ରସାଦ ବିଶୋଇ ରାୟଗଡା । ତା-୨୫-୦୪-୧୬ ସମୟ -ସଂଧ୍ୟା ୪ ଟା ।
Others
- ରାଜରାସ୍ତାର ବିଳାପकार्त्तिक सेठी · 1 min read · 178 readsକେବେ ଦେଖେ ପଥେ ହସ କେବେ ଶୁଙ୍ଘେ ରକ୍ତ ବାସ କ୍ଷଣୁ କ୍ଷଣ ବେଦନା ତା' ସିକ୍ତ, ସଂକଟାପନ୍ନେ ଅବା କେବେ ନିର୍ମୋହ ସେ, ତୃପ୍ତ ମୋହାଚ୍ଛନ୍ନେ ।।Others
Loading…