by कार्त्तिक सेठी ✓ · 19 Feb 2019
କେବେ ଦେଖେ ପଥେ ହସ କେବେ ଶୁଙ୍ଘେ ରକ୍ତ ବାସ କ୍ଷଣୁ କ୍ଷଣ ବେଦନା ତା' ସିକ୍ତ, ସଂକଟାପନ୍ନେ ଅବା କେବେ ନିର୍ମୋହ ସେ, ତୃପ୍ତ ମୋହାଚ୍ଛନ୍ନେ ।।
Loading comments…
Loading comments…