English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ରାଜରାସ୍ତା
9 poems
ମତେ କଷ୍ଟ ଲାଗେ
Pramod Kumar Jena · 2 min read · 205 reads
ଏପଟେ ବୁଜୁଳା ସେପଟେ ବୁଜୁଳା ବୁଜୁଳା ଭିତରେ ନିରୀହ ଛୁଆ ନ ଜାଣେ ଏ ସବୁ ଖେଳର ମାୟା
Tragedy
ରାଜରାସ୍ତାର ବିଳାପ
कार्त्तिक सेठी · 1 min read · 178 reads
କେବେ ଦେଖେ ପଥେ ହସ କେବେ ଶୁଙ୍ଘେ ରକ୍ତ ବାସ କ୍ଷଣୁ କ୍ଷଣ ବେଦନା ତା' ସିକ୍ତ, ସଂକଟାପନ୍ନେ ଅବା କେବେ ନିର୍ମୋହ ସେ, ତୃପ୍ତ ମୋହାଚ୍ଛନ୍ନେ ।।
Others
ରାଜରାସ୍ତା
ପ୍ରିୟଦର୍ଶିନୀ ମହାନ୍ତି · 1 min read · 254 reads
ଯେଉଁଠି କେବଳ କଣ୍ଟା, କହିପାରିବିନି ସେ ରାସ୍ତା ଅଭିଶପ୍ତ ବୋଲି, ସେଇଟା ମୋର ମୋ ଦ୍ୱାରା ଚୟନ କରାଯାଇଛି, ତେଣିକି ନିଜକୁ ବୁଝେଇବାକୁ ପଡେ ସେଇଟା ହିଁ ମୋ ରାଜରାସ୍ତା ।
Abstract
ଜଳବନ୍ଦୀ
Dharitri Das · 1 min read · 228 reads
ସରକାରୀ ଦାନା ପାଇବା ଆଶାରେ ଗଗନ ମାର୍ଗକୁ ଚାହିଁ ରହିଥାନ୍ତି ପରା ଚାତକ ପରାଏ ଦିନ ମଜୁରିଆ ତହିଁ। ସ୍ଥାୟୀ ସମାଧାନ କରନ୍ତିନି କେହି ବୁଝନ୍ତିନି ତାଙ୍କ କଥା ଆଶ୍ୱାସନା ପାଇ ବୋଧ କରିଥାନ୍ତି
Abstract
ଶ୍ରମିକ ଦିବସ
Arun Kumar Mitra · 1 min read · 6.8K reads
ସେମାନେ କରନ୍ତି କାମ ଘର୍ମାକ୍ତ କଳେବରେ....
Inspirational
ଜନଗଙ୍ଗା ଧାରା
Prasanna Kumar Madala · 1 min read · 341 reads
ପଥ ଅବରୋଧ ଥିବା ଯାଏଁ କ୍ରୋଧ ରଖିବ ପ୍ରବାହ ଏହି ପ୍ରଖର ବି ଦିନେ ହେବ ଧୈର୍ଯ୍ୟ ବିନେ ରଖି କି ପାରିବେ କେହି !
Inspirational
Loading…
Next page →