by Dharitri Das ✓ · 23 Jun 2021
ସରକାରୀ ଦାନା ପାଇବା ଆଶାରେ ଗଗନ ମାର୍ଗକୁ ଚାହିଁ ରହିଥାନ୍ତି ପରା ଚାତକ ପରାଏ ଦିନ ମଜୁରିଆ ତହିଁ। ସ୍ଥାୟୀ ସମାଧାନ କରନ୍ତିନି କେହି ବୁଝନ୍ତିନି ତାଙ୍କ କଥା ଆଶ୍ୱାସନା ପାଇ ବୋଧ କରିଥାନ୍ତି
Loading comments…
Loading comments…