English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିଶ୍ବକପ୍
2 poems
କ୍ରିକେଟ ଖେଳ
Alhadini Panigrahi dash · 1 min read · 338 reads
ସାରା ବିଶ୍ବରେ ପଡିଛି ଚହଳ, ଚର୍ଚ୍ଚା ଚାରିଆଡେ ବିଶ୍ଵକପରେ, ଉତ୍ସୁକ ନେତ୍ରରେ ଚାହିଁଛି ବିଶ୍ବ , ଜିତ୍ ହେବ କାର,ହେବ କା ହାର ।
Others
ମହାସଂଗ୍ରାମ
Gyanaranjan Sahoo · 1 min read · 149 reads
ଦେଶପ୍ରେମକୁ କରେ ଜାଗ୍ରତ ଖେଳ ନୁହେଁ ମହାସମର ଖେଳି ନ ପାରିଲେ ଖେଳାଳୀ ଏଠି ଶରବ୍ୟ ହୁଏ ତୀକ୍ଷ୍ଣ କଟାକ୍ଷର ଗାଳି ଶୁଣନ୍ତି ଆଉଟ୍ ହେଲେ ଜଲଦି ମୁଣ୍ଡେ ବସାନ୍ତି ପିଟିଲେ ଶହେ ସ୍କୋର । ଜାତୀୟ ହେଉ ବା ଅନ୍ତର୍ଜାତୀୟ ଖେଳ ଏ ସଭିଙ୍କ ପ୍ରିୟ, ନାହିଁ ଅଗୋଚର ଷ୍ଟାଡିୟମ ଗ୍ୟାଲେରୀରେ ହେଉ ଅବା ଘର ଟିଭି ପରଦାରେ ସମର୍ଥକଙ୍କ ବାଜେ ତାଳି ଚଉକା ଛକାରେ ନିଜ ଦଳରୁ କେ ଆଉଟ୍ ହେଲେ, ମୁଣ୍ଡେ ଦିଅନ୍ତି ହାତ ଆଜିକାଲି ଆଇ ପି ଏଲ ରେ ଚିୟର ଗାର୍ଲ ଏସବୁ ଆବେଗକୁ ମାରିଲେଣି ନାତ ।
Others