Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବ୍ୟଥିତ
12 poems
ବର୍ଷା ତୁମେ
pabitra Kumar nayak · 1 min read · 6.9K reads
ପାଖେ ମୋର ଆସି କହିବକି ବସି ମନର ଯେତେ ଭାଵନା.... ଆଖିର ଲୁହରେ ଭିଜୁଛି ଦୁନିଆଁ କେତେ ଯୁଗର ବେଦନା....
Others
ଅଭୁଲା ଦିନ
Ghanashyam Biswal · 1 min read · 454 reads
ଆଉ ଭଙ୍ଗା ସପନର ସୌଦାଗର ସାଜି ସାଜିଥିଲି ବେସାହାରା ଯାଯାବର ଭୁଲିଯାଇଥିଲି ମରିବା ଆଉ ଜିଇଁବା ଭିତରେ ଥିବା ତଫାତ.....
Romance
ମହାତ୍ମା
BHAGIRATHI SETHI · 1 min read · 113 reads
ସ୍ବଚ୍ଛ ଭାରତ ଯେ କରିଲ ଆହ୍ବାନ ସ୍ବଚ୍ଛତା ନାମରେ ସବୁ ହୁଏ ଲୀନ । ନ୍ୟାୟ ଓ ନୀତି ର ଅବଗୁଣ୍ଠନରେ ଧର୍ଷଣ ଶୋଷଣ ଚାଲଇ ଏଠାରେ ।
Others
ବାଙ୍କୀ ର କରୋନା ଯୋଦ୍ଧା- ଡଃ ଅଶ୍ୱିନୀ ପ୍ରତାପ
sushama Parija · 2 min read · 24 reads
ମୁହୁର୍ତ୍ତଟିଏ ମତେ ପାଖରୁ ଛାଡୁନଥିବା ମୋର ପତିପରମେଶ୍ଵର ! କେମିତି ଆମକୁ ଅଥଳ ସାଗର ମଝିରେ ଏକା ଛାଡି ଚାଲିଗଲ କେଉଁ ଅଫେରା ରାଜ୍ୟ କୁ? କେଉଁ ଅଭିମାନରେ ଶେଷ ଦେଖା ବି ଦେଲ ନାହିଁ? ସେଇ ପରଦେଶରେ ହଜିଗଲ, ଲୀନ ହୋଇଗଲ ପଞ୍ଚଭୂତରେ?
Tragedy
ସ୍ମୃତିର ସନ୍ତକ
Kanduri Charan Rout · 1 min read · 238 reads
ଘଡ଼ିକ ପାଇଁ ମୁଁ ହୋଇଲି ନିର୍ବାକ ତୁମର ଶବକୁ ଦେଖି ପ୍ରକୃତିସ୍ଥ କଲା ଶାଶୁ ଶଶୁରଙ୍କ ଲୁହ ଭିଜା ଦୁଇ ଆଖି ।
Tragedy
ଅଫେରା ଅତିଥି
Chiranjibi Sahoo · 1 min read · 316 reads
ଫେରେଇଦେ ମୋ ମିଠା ଫଗୁଣର ନାଲି ଅବିର ମୋ ବ୍ୟଥିତ ହସ୍ତର ଶାଣିତ ଶକ୍ତି ଦେ ଟିକେ ଭରି ମୋ ଖାଲି କାଗଜର
Romance
Loading…
Next page →