by sushama Parija ✓ · 9 Aug 2020
ମୁହୁର୍ତ୍ତଟିଏ ମତେ ପାଖରୁ ଛାଡୁନଥିବା ମୋର ପତିପରମେଶ୍ଵର ! କେମିତି ଆମକୁ ଅଥଳ ସାଗର ମଝିରେ ଏକା ଛାଡି ଚାଲିଗଲ କେଉଁ ଅଫେରା ରାଜ୍ୟ କୁ? କେଉଁ ଅଭିମାନରେ ଶେଷ ଦେଖା ବି ଦେଲ ନାହିଁ? ସେଇ ପରଦେଶରେ ହଜିଗଲ, ଲୀନ ହୋଇଗଲ ପଞ୍ଚଭୂତରେ?
Loading comments…
Loading comments…