Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବଡ଼ଦେଉଳ
40 poems
ଭାଙ୍ଗ ଗହଳ
ବି. ନିରୁପମା · 1 min read · 2K reads
ମାଉସୀ ମା' ବାଟେ ଭେଟି- ପୋଡ଼ପିଠା ଦେବେ ସେଠି, ଖାଇବ ଆନନ୍ଦେ ଅତି ଚଳ ଚଞ୍ଚଳ।
Drama
ଜୀବନଟା ବଡ଼ ଅଜବ
ଜୀବନଟା ବଡ଼ ଅଜବ
Rajesh Kumar Jain · 1 min read · 6.5K reads
କେବେ ଖୁସି ଆସେ ଆଞ୍ଜୁଳା ଭରି ଆସିଯାଏ ଦୁଃଖ ପର୍ବତ ପରି ବଞ୍ଚିବାର ସଂଘର୍ଷ କରେ ରାତିଦିନ ବୁଲିବାକୁ ଇଚ୍ଛା କରେ ମନ ଜୀବନଟା ବଡ଼ ଅଜବ ।
Comedy
ମୁଖା
Ghanashyam Biswal · 1 min read · 392 reads
କେତେ ପରାକ୍ରମୀ, କେତେ ବୀରବର ଆଉ ପୁଣି ରାଜକୁମାର ଜଣାପଡ଼େ ଯେବେ ପରଦୁଃଖ ଦେଖି କାନ୍ଦେ ତୁମ୍ଭ ବଡ଼
Drama
ଅବନୀରେ ଅଛି ଖ୍ୟାତି
ବି. ନିରୁପମା · 1 min read · 265 reads
ବଡ଼ ଦୟାବନ୍ତ ତୁମେ ତ ଅନନ୍ତ ସଦାଶିବଙ୍କର ରୂପ , ମୋ ଗୁହାରି ଘେନା କରିଲେଟି ସିନା ସଫଳ ହେବ ମୋ ଜପ
Classics
କି ଲାଭ ପାରିବି ପାଇ
Prasanna Kumar Madala · 1 min read · 269 reads
କେଡ଼େ ଅଲାଜୁକ ହେଲ କଳାମୁଖ ଶ୍ରୀମତୀ-ମନ୍ଦିରେ ଥାଇ ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ ରଖିଛ ଭଉଣୀ ଭାଇ
Inspirational
ବାହୁଡାରେ ମତେ ନିଅ ବାହୁଡେଇ..!!
Bindu Nibedita · 1 min read · 7.1K reads
ଜିଉଁଛି ଦଣ୍ଡେ କାଟୁଛି ଦିନ.. ଯେବେଠୁ ଜୀବନ ମୋଡିଛି ମୁହଁ । ମରଣ ର ଅତି ସମୀପେ ଥିଲେବି.. ସ୍ୱୀକାର କରୁନି... କି କରିବି କୁହ ।
Tragedy
Loading…
Next page →