StoryMirror - Read, Write, Share & Repeat- ସଂଖ୍ୟା ବଢୁଛି-ମାନ କମୁଛିKRUTIBAS NAYAK · 1 min read · 180 readsଫସଲ ଅମଳ ବଢୁଛି ଦେଶରେ ଭୋକରେ ମଣିଷ ବିକଳ,
କାମ କରିବାକୁ ଲୋକ ମିଳୁନାହିଁ ଦାଦନ ଶ୍ରମିକ ପ୍ରବଳ |
ଦେବତା ମନ୍ଦିର ବଢୁଛି ବହୁତ ଭକ୍ତିଭାବ କମି ଯାଉଛି,
ସଂଗୀତ ସିନେମା ବଢିବଢି ଚାଲେ ମାନ ତା' ହରେଇ ଦେଉଛି |Others
- କରୋନା ଶିଖାଇଦେଲାKRUTIBAS NAYAK · 1 min readଡାକ୍ତରଖାନାର କାମ ଦେଇପାରେ ଭଡ଼ାଘର ବିଦ୍ୟାଳୟ,
କାହାକୁ ନ ଛୁଇଁ ହାତ ନମିଳାଇ ଦେଇହୁଏ ଆତିଥେୟ |Others
- ବୀମା ଏଜେଣ୍ଟKRUTIBAS NAYAK · 1 min read · 179 readsବାରବାର ଆସି କବାଟ ବାଡ଼େଇ କେତେ ମିଠାକଥା କହି,
ତ୍ୟାଗର ପ୍ରତୀକ ସେବାନାମ ଧରି ନେଇଯିବେ ମନମୋହି ।Classics
- ସିଧାକଥା-୧୦KRUTIBAS NAYAK · 1 min read · 196 readsରଙ୍ଗ ରଙ୍ଗିଆ ସେ ପ୍ରମାଣ ପତ୍ରଟି କିଛି କାମ ଦିଏନାହିଁ,
ସଭିଏଁ ଜାଣନ୍ତି ତଥାପି ବିକଳ ସେହି କାଗଜଟି ପାଇଁ ।Comedy
- ✒କଲମ ମୋହର ମଲମ✒Er. Prakash Majhi · 1 min read · 185 readsନ୍ୟାୟ,ନୀତି, ଧର୍ମ,ସରି ସରି ଆସେ
ଅପଥରେ ପଥ ହୁଡେ ll
ହକ,ସ୍ୱାଧୀନତା, ଅଧିକାର ପନ୍ଥା
ବଳେ ଧରିବାInspirational