by KRUTIBAS NAYAK ✓ · 5 Oct 2020
ଫସଲ ଅମଳ ବଢୁଛି ଦେଶରେ ଭୋକରେ ମଣିଷ ବିକଳ, କାମ କରିବାକୁ ଲୋକ ମିଳୁନାହିଁ ଦାଦନ ଶ୍ରମିକ ପ୍ରବଳ | ଦେବତା ମନ୍ଦିର ବଢୁଛି ବହୁତ ଭକ୍ତିଭାବ କମି ଯାଉଛି, ସଂଗୀତ ସିନେମା ବଢିବଢି ଚାଲେ ମାନ ତା' ହରେଇ ଦେଉଛି |
Loading comments…
Comments
Loading comments…