Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭାଗ୍ୟେ
6 poems
ବିରହୀଣି
Padmalaya Mishra · 1 min read · 13.2K reads
ଆଶା ନଦୀ ତୀରେ ତୁମରି ନାମକୁ ଲେଖୁଛି ନିତି ଯତନେ ଅମାନିଆ ଢେଉ ପୋଛି ଦିଏ ପଛେ ରହିଯାଅ ତୁମେ ମନେ।
Tragedy
ପାଦ ଚିହ୍ନ
Debabrata Barik Debunu · 1 min read · 203 reads
ଦୂର ହୋଇ ଗଲ ତୁମେ ପରଦେଶୀ ଜହ୍ନ ନଈ ପଠା ଖୋଜିଲାଣି ଆମ ପାଦ ଚିହ୍ନ
Abstract
ଅବୁଝା ଝିଅ
Prabhati Mahapatra · 1 min read · 256 reads
କହି ଥିଲି ମୁଁ ମା'କୁ ଦିନେ ଦିଏନା ମୋତେ ବାହା ଟାଉନ ଝିଅ ବାହା ହେଲେ ମୁଁ ପାଇବିନି ଟି ରାହା ପର୍ବ ପର୍ବାଣୀ ବୁଝିବେ ନାହିଁ ଲାଇବ୍ରେରୀରେ ପାଠ ବଢିଲା ମୋର କଷ୍ଟ .......
Comedy
ନାଆଁ ତ ନଥାଏ
Chinmayee Sahoo · 1 min read · 288 reads
ଘଡି ଘଡି ଆନ ଦୁନିଆ ଦର୍ବାର ସବୁ ଲାଗେ ବିପରୀତ। ମୋ ଗାଆଁ ଟା ସତେ ବଦଳିଯାଇଛି ନ ଦିଶନ୍ତି କେଉଁ ମିତ।
Abstract
ତମକୁ ଦେଖିଲେ ଲାଜ ଲାଗେ
Nayak Akshaya raazhasti · 1 min read · 107 reads
ତମକୁ ଦେଖିଲେ ଲାଜ ଲାଗେ ପାହାନ୍ତିଆ ମନେ ପ୍ରୀତି ଜାଗେ ବୟସ ର ଦୋଷ ଇଚ୍ଛା ର ଆଭାସ ଜୀଆଁ ଇବା ଲାଗି ଛୁଆଁ ମାଗେ । ତମକୁ ଦେଖିଲେ ଲାଜ ଲାଗେ ଦୁଃଖ ମୁଁ କହିବି କାହା ଆଗେ ମନ କଥା ମନେ ମାରି ମାରିଯାଏ ଉଆଁସ ରାତିରେ ଦୁଃଖ ଭୋଗେ ।
Romance
ଭୋକିଲା ପେଟର କଥା
Bijay Prusty · 1 min read · 181 reads
ଆମ ଗରିବଙ୍କ ପେଟ ପାଟି କଥା କିଏବା ବୁଝିବ ଧନ ଉପାସେ ରହିବା ଲେଖା ଆମଭାଗ୍ୟେ ସୁଖାଦ୍ୟ ଦେବ ବା କିଏ?
Drama