by ନାୟକ ଅକ୍ଷୟ ରାଜହସ୍ତୀ ✓ · 3 Jan 2021
ତମକୁ ଦେଖିଲେ ଲାଜ ଲାଗେ ପାହାନ୍ତିଆ ମନେ ପ୍ରୀତି ଜାଗେ ବୟସ ର ଦୋଷ ଇଚ୍ଛା ର ଆଭାସ ଜୀଆଁ ଇବା ଲାଗି ଛୁଆଁ ମାଗେ । ତମକୁ ଦେଖିଲେ ଲାଜ ଲାଗେ ଦୁଃଖ ମୁଁ କହିବି କାହା ଆଗେ ମନ କଥା ମନେ ମାରି ମାରିଯାଏ ଉଆଁସ ରାତିରେ ଦୁଃଖ ଭୋଗେ ।
Loading comments…
Loading comments…