English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶୁଖିଲାଭୂଇଁ
75 poems
କାଦ ମୁଣ୍ଡା
Prabhanjana Tripathy · 1 min read · 263 reads
ନିଜା କେଲା କରି ମାରିଲେ ସାର ପିଲିକା ଦେଶି କାଇ ବୁଟା ଜବର ଠିଆ ଠିଆ ଦିଆ ମାରି ନୁକୁ କରି ବାବୁ ପାନି ବାନ୍ଦି ରା କକଡ଼ା ବିଲେ କାଦ ଭରି ll
Others
ତମକୁ ଦେଖିଲେ ଲାଜ ଲାଗେ
Nayak Akshaya raazhasti · 1 min read · 107 reads
ତମକୁ ଦେଖିଲେ ଲାଜ ଲାଗେ ପାହାନ୍ତିଆ ମନେ ପ୍ରୀତି ଜାଗେ ବୟସ ର ଦୋଷ ଇଚ୍ଛା ର ଆଭାସ ଜୀଆଁ ଇବା ଲାଗି ଛୁଆଁ ମାଗେ । ତମକୁ ଦେଖିଲେ ଲାଜ ଲାଗେ ଦୁଃଖ ମୁଁ କହିବି କାହା ଆଗେ ମନ କଥା ମନେ ମାରି ମାରିଯାଏ ଉଆଁସ ରାତିରେ ଦୁଃଖ ଭୋଗେ ।
Romance
ଫେରାଇବା ଆସ
Sachidananda Kar · 1 min read · 225 reads
ଅସତ ଜନଙ୍କୁ ଫେରାଇବା ଆସ ଭଲ ବାଟ ଭଲ ଲୋକଙ୍କ ମେଳ ଗୁଣ,ପଣେ ସବୁ ହେବେ ଆଲୋ
Inspirational
ଜନ୍ମଦିନର ଉପହାର
Kamala Satpathy · 2 min read · 368 reads
ଶେଯରୁ ଉଠିକି ଦେଇ ବି ନାହାନ୍ତି ଜନ୍ମଦିନର ଚୁମ୍ୱନ ସେଥିପାଇଁ ଗୋରୀ ମାନ କରିଅଛି ହସିନାହିଁ ପୂରା ଦିନ ।
Others
ଅବୁଝା ଶ୍ରାବଣ
Sunita Barik · 1 min read · 160 reads
ଲବଣାକ୍ତ ଲୁହ କୁ ଲୁଚେଇବା ପାଇଁ ଖୋଜିବାକୁ ପଡୁଛି ଏକ ନୂତନ ଏବଂ ନିର୍ଭର ଆଶ୍ରୟସ୍ଥଳ ଛାତିର କୋହ ଆଉ ଆଖିର ଲୁହକୁ ଯଥାସାଧ୍ୟ ସଭିଙ୍କ ନଜରରୁ ବଞ୍ଚେଇବା ପାଇଁ କେତେ ପ୍ରଯତ୍ନ କରୁଥାଏ ଶ୍ରାବଣ ଆସିବା ଯାଏଁ
Others
ଶୁଖିଲା ପ୍ରେମ
Sagar Kumar Parida · 1 min read · 314 reads
ପ୍ରକୃତ ପ୍ରେମରେ ଦର୍ଶନ ପାଇବ ସତ୍ୟ ଶାନ୍ତି ନିରାଧାର।।
Abstract
Loading…
Next page →