StoryMirror - Read, Write, Share & Repeat- ଅନେକରେ ଏକMeenakshi Padhy · 1 min read · 155 readsଜାତୀୟତା ନୁହେଁ ବଡ଼ ଆମ ପାଇଁ
ବଡ଼ ନୁହେଁ ଧନ, ଉଚ୍ଚ ଆସନ,
ହାତେ ରଖି ହାତ କରିବା ସୁରକ୍ଷା
ଦେଶ ଜନନୀର ମାନ ସମ୍ମାନ...।Others
- ମାଆSudruma Panda · 1 min read · 190 readsମାଆ ପରି ଯିଏ ମମତା ସ୍ରୋତରେ
ଭିଜାଇଛି ନିଶିଦିନ,
ମାତୃଭୂମି ମୋର ଭାରତ ଜନନୀ
ତା କୋଳେ ଜନ୍ମି ମୁଁ ଧନ୍ୟOthers
- ଯଦି ଆମ ଭାରତ ମାଆ...Manoj kumar Maharana · 1 min read · 281 readsଚୈତନ୍ୟ ଶଙ୍କରାଚାର୍ଯ୍ୟ
ଆସନ୍ତେ ଧର୍ମର ପ୍ରଚାର ପାଇଁ,
ମୁନି ଋଷି ମାନେ ଆସନ୍ତେ
ଏଠାକୁ ଜ୍ଞାନର ପ୍ରଦାନ ପାଇଁ,.Others
- ପୁନଶ୍ଚ ଘୋଷିବ ମହୀବି. ନିରୁପମା · 1 min read · 392 readsଶାନ୍ତ ହେବ ତେବେ ପରାଣ ମୋହର
ଉଲୁସି ଉଠିବ ହିଆ,
ମଥା ଉଚ୍ଚ କରି ସଭିଙ୍କୁ କହିବି
ମୁଁ ତାଙ୍କ ଭାରତ ମInspirational
- ଜନ୍ମଭୂମି ଭାରତ ମାଆର ସନ୍ତାନ ଆମେDr Simant Kumar Nanda · 1 min read · 200 readsବାହାର ଶତ୍ରୁଙ୍କୁ ପ୍ରବେଶି ନ ଦେବା
ରହିବା ଦୃଢ଼େ ଜାଗ୍ରତ
ଚାଇନା ହଉକି ହେଉ ପାକିସ୍ତାନ
ନକରିବା ମଥାନତ।Inspirational
- କରିବି ଉପଯୋଗବି. ନିରୁପମା · 1 min read · 243 readsଏ ଦେଶ ମାଟି, ପାଣି, ପବନ,
ପାଇ ବଢ଼ିଛି ଏଇ ଜୀବନ ।
ତେଣୁ ତା' ହିତେ ଦେବି ଧିଆନ
ମାଟି ନୁହେଁ ସେ ମାଆ,
ଭୁଲି ନାହିଁ ମୁଁ ଭୁଲିବି ନାହିଁ
ଭାରତ ତା'ର ନାଆଁ ।Inspirational
Loading…