English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଭାରତମାଟି
1039 poems
ଏହି ଆମ ପରିଚୟ
Alhadini Panigrahi dash · 1 min read · 149 reads
ଜାତି ତ ଆମର ଭିନ୍ନ, ଭିନ୍ନ ନୁହେଁ ଜାତି ଆମ ଭାରତୀୟ ମାନବିକତା ଧର୍ମ ଆମର ଏହି ଆମ ପରିଚୟ ।। ୬ାା
Inspirational
ଜନ୍ମଭୂମି
Akankshyamayee Dash · 1 min read · 127 reads
ଆମ ଭାରତ ମାଟିଏ , ତା ଠାରୁ ବଳି କେ ନାହିଁ କଳା ସଂସ୍କୃତି ର ଅପୂର୍ବ ସମ୍ଭାର ପୁରୀ ରହି ଅଛି ତହି
Inspirational
ନିଶ୍ଚେ ମନେ ରଖିବ
Niranjan Sahu · 1 min read · 264 reads
ଚେଷ୍ଟା କରିବନି କେବେ ବି ଥରେ ମୋ ମାଟିରେ ପାଦ ଦେବାକୁ ଲୁପ୍ତ ହେଇଯିବ ଧ୍ୱଂସ ପାଇଯିବ କିଏ ରଖିପାରିବନି ତୁମକୁ ।
Others
ମୋ ଭାରତ
sudhakar sethi · 1 min read · 76 reads
ଭିନ୍ନଭିନ୍ନ ଭାଷା ଭିନ୍ନଭିନ୍ନ ଭେକ ଭିନ୍ନଭିନ୍ନ ଏଠି ରୁଚି ସବୁ ଭିନ୍ନତାରେ ଗୋଟିଏ ମାପ ଭାରତ ଜନମ ମାଟି
Others
ଏହି ମାଟି ଆମ ଶାହା
Ramesh takri · 1 min read · 146 reads
ବୃକ୍ଷଲତା ଘେରା ପାହାଡ଼ ଝରଣା ଅଛି ବନ ଉପବନ
Others
ପୂଣ୍ୟ ଦେବ ଭୁମି
Baijayantimala Rout · 1 min read · 172 reads
ପୂଣ୍ୟ ଗଙ୍ଗା ଜଳ ପାଦ ଧୌତ କରେ ଧରଣୀ ମାତାର ମୋର , ସୁନାର ଫସଲ ହସି ଉଠେ ଏଠି ଭରିଛନ୍ତି କେତେ ବୀର । କେତେ ଯାନିଯାତ କେତେ ପୂଜା ପର୍ବ ଭରିଛି ହୃଦୟେ ଯାର , ଶାନ୍ତି ମୈତ୍ରୀ ପ୍ରୀତି ଧ୍ବଜା ଉଡୁଥାଏ ଜନମ ଭୁଇଁରେ ମୋର ।
Abstract
Loading…
Next page →