ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି
ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତିRajesh Kumar Jain · 1 min read · 1.4K readsଭାଇ ଏତେ ସବୁ ଘଟଣା ଘଟିଲେ ମଧ୍ୟ
ପ୍ରତିଦିନ ଫେରନ୍ତା ବାଟରେ
ସେ ଯୋଉଦିନ ଗେଟ୍ ଖୋଲି
ହସହସ ମୁଖରେ ସ୍ୱାଗତ କରନ୍ତି...
ଜାଣିବ ପାଣିପାଗ ଅଫିସର ଘୂର୍ଣ୍ଣିଝଡ଼ର
ପ୍ରାକ୍ ସୂଚନା
ତଥାପି...
ଆମ ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ।Comedy