StoryMirror - Read, Write, Share & Repeat- ଭିଜା ମାଟିର ବାସ୍ନାManorama Mishra · 1 min read · 6.4K readsଯାହା ପାଇଁ ଆଜି ବି ଛାତି ଅଗଣାରେ
ବର୍ଷା ଲହଡି ଭାଙ୍ଗୁଛି -------
ପ୍ରିୟ ବର୍ଷା କୁ ଦେଖି
ଭିଜା ଭିଜା ମୁହୂର୍ତ୍ତOthers
- ପହିଲି ଆଷାଢରେଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.7K readsମୋ ଅଧା ଭିଜା ଦେହ
ଆଉ ଅଧା ଭିଜା ଶାଢି
ଖାଲି ଖୋଜୁଥିଲା
ତୁମ ଓଦା ଦେହର ବାସ୍ନାକୁ ।Others
- ପହିଲି ମୌସୁମୀDR SAMIR RANJAN BEHERA · 1 min read · 242 readsପହିଲି ମୌସୁମୀAbstract
ଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।Ram Prasad Bisoi · 1 min read · 6.9K readsଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।Others- ଭିଜା ମାଟିର ବାସ୍ନାPrafulla Chandra Mishra · 1 min read · 34 readsସାତରଙ୍ଗ ରଙ୍ଗ ଝୋଟି ର ତରଙ୍ଗ ସମ ବାସବ କାର୍ମୁକ
ଗୋଧୂଳି ଲଗନେ ଡାଆଣିଆ ଖରା ଶୀତଳିତ ସୂର୍ଯ୍ୟାଲୋକ ।।
ଝିଙ୍କାରି ଶବଦ ସ୍ତିମିତ* ହେଲାଣି ଭ୍ରମର ଶଦ୍ଦ ଗୁଞ୍ଜନ
ଗୁଞ୍ଜରିତେ ଗୀତିମୟ ଗୁଞ୍ଜରଣ ବୀଣାପାଣି ବୀଣା ଭ୍ରମ ।।Others
- ଭିଜା ଭିଜା ମାଟିର ବାସ୍ନାରେkamal kumar dash · 1 min read · 170 readsଜାଣି ମୁଁ ପାରେନା ଏତେ
ତୁମେ କାହିଁ ମନେ ପଡ଼
ଅଙ୍କl ବଙ୍କା ଦୁନିଆଁ ବାଟରେ
ଆଉ ସ୍ୱପ୍ନ ଭିଜା ଉଦାସ ରାତିରେRomance
Loading…