Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମତ
6 poems
କଂଟ୍ରୋଭର୍ସି
Srinibas Mahalik · 1 min read · 1.3K reads
ଯେକୈାଣସି ରାଜନୈତିକ ଦଳର କହିଦେବ ଯଦି ଖୁଣ କ୍ରିଟିସାଇଜ୍ ପାଇଁ ଦଉଡି ଆସିବେ ମୁର୍ଖ ଅଶିକ୍ଷିତଗଣ
Others
ମତାଧିକାର ର ମହତ୍ତ୍ୱ
Raja Sekhar CH V · 1 min read · 139 reads
କିଛି ଉମିଦ୍ୱାର ଚେଷ୍ଟା କରିବେ ଦେବାକୁ ଉତ୍କୋଚ, ଏହି କ୍ଷଣସ୍ଥାୟୀ ପ୍ରଲୋଭନ ହେଉଛି ନୈତିକ ଦୃଷ୍ଟି ରୁ ନିକୃଷ୍ଟ ନୀଚ |୩| କେତେ ଯେ ଜାଣିବାକୁ ଶୁଣିବାକୁ ମିଳିବ ଭୀଷ୍ମ ପ୍ରତିଜ୍ଞା, ପ୍ରତିଶ୍ରୁତି ପୂରଣ ଲାଗି ପ୍ରତି ଅଞ୍ଚଳ ରେ ଐକ୍ୟ ଏକମତ ହେବାକୁ ପଡିବ ମତଦାତାଙ୍କ ପ୍ରଜ୍ଞା |
Others
ପଞ୍ଚାୟତ
Er. Prakash Majhi · 1 min read · 360 reads
ପଞ୍ଚାୟତ
Inspirational
ଅଜଣା ପଥ
Alok Ranjan DASH · 1 min read · 381 reads
ଏମିତି ଦୋ ଛକି ରେ ନେବାକୁ ହୁଏ ଦୃଢ଼ ନିଷ୍ପତି, ଦେବାକୁ ହୁଏ ସ୍ପଷ୍ଟ ମତ ଏ ଜୀବନ ଏକ ଅଜଣା ପଥ
Drama
ଯିଏ ଡାକେ ସିଏ ତା'ର
Anirudha Kund · 1 min read · 307 reads
କାହା ପାଇଁ ସିଏ ଗଜାନନ ହୁଏ କାହାର କଳା ଠାକୁର କାହା ପାଇଁ ରାମ କାହା ପାଇଁ ଶ୍ୟାମ ପୁଣି ରାଈ ଦାମୋଦର ସର୍ବ ଧର୍ମ ମତ ଯହିଁ ସନ୍ନିହିତ ସେହି ଜଗନ୍ନାଥ ମୋର
Others
ସମାନତା
BULU BEHERA · 1 min read · 245 reads
ନ - ନ ମାନିବ ଯିଏ ଏହି କଥାକୁ କରାଇବା ହୃଦୟଙ୍ଗମ, ସର୍ବ ଧର୍ମ ଭାଇ ସମାନ ଅଟେ ମତ ଭେଦ ଯେ ଆମ କାମ
Inspirational