by Anirudha Kund ✓ · 31 Oct 2021
କାହା ପାଇଁ ସିଏ ଗଜାନନ ହୁଏ କାହାର କଳା ଠାକୁର କାହା ପାଇଁ ରାମ କାହା ପାଇଁ ଶ୍ୟାମ ପୁଣି ରାଈ ଦାମୋଦର ସର୍ବ ଧର୍ମ ମତ ଯହିଁ ସନ୍ନିହିତ ସେହି ଜଗନ୍ନାଥ ମୋର
Loading comments…
Loading comments…