English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମନନାୟିକା
1377 poems
ପ୍ରେମ
AKSHAYA SAHOO · 1 min read · 243 reads
ପ୍ରଥମ ଦର୍ଶନେ କ୍ରୟ କଲ ହୃଦ ହୃଦୟେ ଚପଳା ସାଜି ଦର୍ଶନେ ତୁମ୍ଭର ବିକ୍ରି କରିବାକୁ ହୃଦୟକୁ ହେଲି ରାଜି ... ତୁମ ଚିନ୍ତନରେ ନିତ୍ୟ ବୁଡି ରହେ ଭାବ ପାରବାର ମଧ୍ୟେ ଭାବନା ତରଙ୍ଗ ଉଠୁଛି ପଡୁଛି ମୋ ହୃଦୟ କୂଳ ମଧ୍ୟେ.
Romance
ନିସ୍ତବ୍ଧ ରାତିର ଲେଖକ
Seetaram Dash · 1 min read · 89 reads
ମୋ ସପନ ରାଣୀ ସିଏ, ଅଧୀର ଚପଳା। ସାରସ୍ୱତ କାହାଣୀର, ଶବ୍ଦ କଳ୍ପ ମାଳା।
Romance
ପ୍ରଣୟିନୀ
Prabhas Mohapatra · 1 min read · 259 reads
ନୁହେଁ ଖାଲି ତୁମେ ,ପ୍ରେମିକା ମୋହର ତୁମେ ହୃଦୟ ସ୍ପନ୍ଦନ । ସ୍ପନ୍ଦନ ବିନାରେ, ହୃଦୟ ଯେ ମରେ ଯାଏ ଚାଲି ଏ ଜୀବନ ।।
Romance
ମୋ କଲମ
Prafulla Kumar Tripathy · 1 min read · 147 reads
ହାତରେ ଧରିଛି କଲମ ସିନା ଲେଖିବାକୁ ଜମା ହେଉନି ଇଚ୍ଛା ଯେତେ ବୁଝାଇଲେ ଏ ମନ ମାନୁନି କାହିଁକି ଲେଖିଲି କବିତା ଆଜି
Romance
ପାଗଳ ପ୍ରେମୀ ତୁମ ପ୍ରେମେ ଭିଜା
Dr.Soumya Ranjan Khatua · 1 min read · 199 reads
ମୋ ଜୀବନ କୋଟିଏ ତାରାରେ ଯେ ତୁମେ ଗୋଟିଏ ଜହ୍ନ ସବୁଠୁ ସୁନ୍ଦର ତୁମେ ଆଉ ତୁମ ହର୍ଷିତ ବଦନ ,
Drama
ବଞ୍ଚିବାକୁ ଚାହେଁ
Bunee Tripathy · 1 min read · 121 reads
ବଞ୍ଚିବାକୁ ଚାହେଁ
Others
Loading…
Next page →