by AKSHAYA SAHOO ✓ · 3 Dec 2020
ପ୍ରଥମ ଦର୍ଶନେ କ୍ରୟ କଲ ହୃଦ ହୃଦୟେ ଚପଳା ସାଜି ଦର୍ଶନେ ତୁମ୍ଭର ବିକ୍ରି କରିବାକୁ ହୃଦୟକୁ ହେଲି ରାଜି ... ତୁମ ଚିନ୍ତନରେ ନିତ୍ୟ ବୁଡି ରହେ ଭାବ ପାରବାର ମଧ୍ୟେ ଭାବନା ତରଙ୍ଗ ଉଠୁଛି ପଡୁଛି ମୋ ହୃଦୟ କୂଳ ମଧ୍ୟେ.
Loading comments…
Comments
Loading comments…