English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମନକୁ
6 poems
ଏମିତି ପଦେ ଅନାବନା
Sasmita Acharya · 1 min read · 6.3K reads
ବୁଝାଇ ଦିଅ ଗୋ ଅବୁଝା ମନକୁ ଆଉ ଫେରି ଚାହଁ ନାହିଁ ଫେରି ଚାହିଁ ଦୁଃଖ ନ ପାଅ ସାଥୀ ଗୋ ଲାଭ ଆଉ କିଛି ନାହିଁ ||
Others
ପ୍ରୀତି ଚୁମ୍ବନ
Bijayalaxmi Acharya · 1 min read · 6.7K reads
ହଜାରେ ଫଗୁଣ ଯାଇଛି ମୋ ବାଟେ ଛୁଇଁଁନି କେେବେ ମୋ ଦେହ ତୁ ଆସିଲୁ ଜେବେଠୁ ମନକୁ ମୋ ଛୁଇଁ
Romance
ସଂପର୍କର ନୀଳ ପରିଭାଷା
Amit Bal · 13 min read · 6.8K reads
ଉଜାଡି ଦେଉଛେ ଭାବର ଜଙ୍ଗଲ, ଅଭୟାରଣ୍ୟ,କ୍ଷେତ ବଦଳିଯାଉଛି ଶିହରିତ ସଂପର୍କର ନୀଳ ପରିଭାଷା
Fantasy
ନଖିନାନୀ ପୁଅ ଭଗିଆ
ତାରାପ୍ରସାଦ ଜେନା · 1 min read · 327 reads
ସରମ ନାହିଁଟି ମୁହଁକୁ ପ୍ରଶଂସାପତର ଧଇଚି କିଣିକି ଫୁଟାଣି ବାହାରେ ଛବିକୁ ଦେଖାଇ ବଇଚି !
Comedy
କହି ଦିଅ.... ଥରେ..
Sanuja Meghamala · 1 min read · 153 reads
ତୁମ ଆଖି ଅବିକଳ ତୁମ ପରି ଦୁର୍ବୋଧ ସାହିତ୍ୟ, ଜଟିଳ ଭଗ୍ନାଂଶ କେଉଁଠୁ ଶିଖିଚ ଏମିତି ନିଜ ଭିତରେ ନିଜକୁ ସୀମିତ ରଖିବାର କଳା ଚାରିପଟେ ସୃଷ୍ଟି କରି ସଂକୁଚିତ ବଳୟ ଟିଏ ।
Romance
ଆଉ କାହା ଆଗେ କହିବି?
Binay Mohapatra · 1 min read · 13.5K reads
ହେଲେ, ତୁମ ସାମ୍ନା ରେ ସଦାମୁଁ କାହିଁକି ଦୁର୍ବଳ ହୋଇ ଯାଏ,ହାତ ପାତେ ତୁମରି ଆଗ ରେ,ଭାବେ ତୁମକୁ ମାଗିବିନି ତଆଉ କାହାକୁ ମାଗବି?
Abstract