Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମନନ
3 poems
ଜୀବନ ସୋପାନ
Manas Nayak · 1 min read · 140 reads
କାଳ ଅବା ଅକାଳରେ ଦିନେ ସରିବ ଆୟୂଷ ସୋପାନ ଜୀବନ ଦୀପ ଲିଭିଲେ ଧୂଆଁ ସବୁ ଯଶ ମାନ ଅପମାନ ପାଉଁଶ ପାଲଟିବେ ସର୍ବ ବେଦନା ଯାତନା ଚିନ୍ତନ ମନନ ନଶ୍ୱର ଶରୀର ହେବ ଶେଷେ ମହାଶୂନ୍ୟେ ବିଲୀନ।
Inspirational
ଆଶା
NIBEDITA MOHAPATRA · 2 min read · 383 reads
ମନନ, ଚିନ୍ତନେ ଲିପ୍ତ ରହି ସଦା ମିଳିଯାଉ ଆତ୍ମଜ୍ଞାନ ମୁକତି ଦେଇ ଏ ଅନିତ୍ୟ ସଂସାରୁ ବ୍ରହ୍ମରେ କର ବିଲୀନ।
Inspirational
ଛାତ୍ର
Er. Prakash Majhi · 1 min read · 329 reads
ପଠନ,ଲିଖନ, ଶ୍ରବଣ ମନନ ବିଦ୍ୟାଭ୍ୟାସ ସୁଚିନ୍ତନ ସୁକୋମଳ ଶଯ୍ୟା ନୁହଁଇ ଜୀବନ ନୁହେଁ ଅଭିଳାଷ ପୂର୍ଣ୍ଣ।
Inspirational