by Manas Nayak ✓ · 14 Jun 2021
କାଳ ଅବା ଅକାଳରେ ଦିନେ ସରିବ ଆୟୂଷ ସୋପାନ ଜୀବନ ଦୀପ ଲିଭିଲେ ଧୂଆଁ ସବୁ ଯଶ ମାନ ଅପମାନ ପାଉଁଶ ପାଲଟିବେ ସର୍ବ ବେଦନା ଯାତନା ଚିନ୍ତନ ମନନ ନଶ୍ୱର ଶରୀର ହେବ ଶେଷେ ମହାଶୂନ୍ୟେ ବିଲୀନ।
Loading comments…
Loading comments…