Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମନୋରମା
3 poems
ମନୋରମା ଫେରିବ
Rajesh kumar Shankhua · 1 min read · 121 reads
ସେ ଭୁଲିଥିଲା ସିନ୍ଥିରେ ସିନ୍ଦୂର ସେ ଭୁଲିଥିଲା ହାତରେ ନାଲିଚୂଡି ସେ ଭୁଲିଥିଲା ଗଳାରେ ସାତଜନ୍ମ ବନ୍ଧନର ହାର କିଏ ଜାଣିଥିଲା ପୁରୁଷଟା ବାନ୍ଧିଦେବ ରାତି ପାଇଁ ତାକୁ ଏକ ଯନ୍ତ୍ରଣା ବନ୍ଧନରେ କାରଣ ମନୋରମା ଫେରିବ ।
Thriller
ଫେରି ତ ଆସିଛି ବସନ୍ତ
Sudhir Kumar Panda · 1 min read · 290 reads
ସପନ ପଥରେ ପକ୍ଷୀରାଜ ପରେ ମୋ ସାଥେ କି ତୁମେ ଉଡନ୍ତ ପଥ ହୁଡିଗଲେ ମନ ଉଡିଗଲେ ତମେ କି ଫେରାଇ ଆଣନ୍ତ।
Others
ମେଘର ରଙ୍ଗ ବେରଙ୍ଗ
Sunanda Mohanty · 1 min read · 182 reads
ଗୋଧୂଳି ସଞ୍ଜ ର ଉପସଂହାରରେ ମେଘ ପାଦ ପଡେ ଗଣିଗଣି ମେଘର ରଙ୍ଗ ଯେବେ ଘନନୀଳ ନଥାଏ ମେଘର ଥଳକୂଳ
Fantasy