by Rajesh kumar Shankhua ✓ · 30 Jun 2019
ସେ ଭୁଲିଥିଲା ସିନ୍ଥିରେ ସିନ୍ଦୂର ସେ ଭୁଲିଥିଲା ହାତରେ ନାଲିଚୂଡି ସେ ଭୁଲିଥିଲା ଗଳାରେ ସାତଜନ୍ମ ବନ୍ଧନର ହାର କିଏ ଜାଣିଥିଲା ପୁରୁଷଟା ବାନ୍ଧିଦେବ ରାତି ପାଇଁ ତାକୁ ଏକ ଯନ୍ତ୍ରଣା ବନ୍ଧନରେ କାରଣ ମନୋରମା ଫେରିବ ।
Loading comments…
Loading comments…