Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମାଙ୍କଡ
15 poems
ଅଜା ଓ ମାଙ୍କଡ
SARATA KUMAR DAS · 1 min read · 398 reads
ଦୂରେଥାଇ କୁନା ସବୁ ଦେଖୁଥିଲା ମାରିଲା ଟେକାଟା ଗଛକୁ,
Children Stories
ତିନି ମାଙ୍କଡ଼
Akshayakumar Dash · 1 min read · 6.8K reads
ତିନି ମାଙ୍କଡ଼ର ତିନୋଟି କଥା, ଭଲ କରି ବାବୁ ପୁରାଅ ମଥା। ପୂଜାକରୁଥିବା ତିନି ମାଙ୍କଡ଼, ଆକଟ ରଖିଲେ ହୋଇବ।ବଡ଼।
Inspirational
ସିମ୍ପାଂଜି ସହିତ
BISWESWAR MAJHI · 1 min read · 194 reads
ହେ ମଣିଷ ଜାଗରିତ କର ନିଜ ଚେତନା ସୃଷ୍ଟିର ଶ୍ରେଷ୍ଠ ଜୀବ ନ ହୁଅ ଆନମନା ।
Fantasy
ତୁମେ ଓ ମୁଁ
Dipti lekha Mishra · 1 min read · 76 reads
ଝିଅଟି ନିତି କହୁଥାଏ ତୁମେ ଯେମିତି ବି ହୁଅ ଯେଉଁଠି ବି ଥାଅ ଭଲରେ ରହିଥାଅ । ମୋ ପାଖରେ ରହି ନିତି ଖାଉଥିଲ ଉକୁଣି ଖୋଜୁଥିଲ ଠାରରେ କଥା କହି ବୁଝାଉଥିଲ ତୁମେ । ମାଙ୍କଡଟି ବି ଦୂରରେ ଥାଇ ଝୁରୁଥାଏ କହୁଥାଏ ପ୍ରଭୁ ହେ ମୋ ସାନ୍ତାଣୀଙ୍କୁ କଷ୍ଟ ଜମା ଦିଅନା ଭଲରେ ରଖିଥାଅ ଭଲ ବର ଦିଅ ଭଲ ଘର ଦିଅ । ଫନି ବାତ୍ୟା କିନ୍ତୁ ପୁଣି ଦୁହିଁଙ୍କୁ ଏକାଠି କଲା ଦୁହିଁଙ୍କର ସତେ ଯେପରି ଅନେକ କଥା ବାକି ଅଛି ପାହାଡ ତଳେ ବସି ଦୁହେଁ ଖିଲିଖିଲି ହସୁଥାନ୍ତି । ଏଇତ ସ୍ନେହର ଡୋରି ଦୁହେଁ ଦୁହିଁଙ୍କୁ ଆପଣା କରି ଗପିଚାଲନ୍ତି ପ୍ରତିଟି ଘଟଣା ମୁହାଁମୁହିଁ ହୋଇ ଲୁଚିଲୁଚିକା ।
Classics
ଭାଇ ଭଉଣୀ-୨
Srinibas Mahalik · 1 min read · 7.1K reads
ଆମେ ହେଲୁ ସବୁ ଟମ୍ ଆଣ୍ଡ୍ ଜେରି ଝଗଡାରେ ପିଜି ଦେଇଛୁ ସାରି
Others
ଉପହାସ ନା ପ୍ରେମ
Manoj kumar Maharana · 1 min read · 122 reads
କୁକୁଡ଼ା କହେ କୁକୁଡୁ କୁ ତୁମକୁ ସ୍ୱପ୍ନେ ଦେଖୁଛି ମୁଁ । ବିଲୁଆ କହେ ହୁକେ ହୁ ହେ ପ୍ରିୟା ଆଇ ଲଭ୍ ୟୁ । ତଟିନୀ କହେ କୁଳୁ କୁଳୁ ତତେ ଭଲ ବରଟେ ମିଳୁ । ପବନ କହେ ସାଇଁ ସାଇଁ ତୋ ପରୀ ଗୋରୀ କେହି ନାହିଁ । ଭ୍ରମର କହେ ଗୁଣୁ ଗୁଣୁ ପ୍ରିୟା ମୋ କଥା ଟିକେ ଶୁଣୁ । କିରା କହେ କିରି କିରି ତୁ ନାରୀ ନା ଅପସରୀ । ମାଙ୍କଡ କହେ ହୁଁ ହୁଁ ପରୀ,ତୁମେ ଆସିଲ କାହୁଁ । ବଳଦ କହେ ହମ୍ବା ହମ୍ବା ଚାଲ ତୋ'ର ମୋ'ର ସିନେମା ଯିବା । କୁକୁର କହେ ଭୋ ଭୋ ତତେ ଦେଖି ବଢି ଯାଏ ମୋ ଲୋଭ । ଛେଳି କହେ ମେଁ ମେଁ ତୋ ଫୋଟ ଧରି ମୁଁ ରାତିରେ ଶୁଏ । ବିଲେଇ କହେ ମ୍ୟାଉଁ ମ୍ୟାଉଁ ମୋତେ ଛାଡ଼ିଦେଇ କୁଆଡେ ଯାଉ । ବେଙ୍ଗ କହେ କେଁ କଟର ତତେ ସତରକୁ ମୋତେ ଅଠର ।
Children Stories
Loading…
Next page →