StoryMirror - Read, Write, Share & Repeat- ହାଏ ମୋ ମାୟାମୃଗ ! Ram Prasad Bisoi · 1 min read · 7K reads
ହାଏ ମୋ ମାୟାମୃଗ !
ଅନ୍ଧାର ! ଆଜି ମତେ ରାତ୍ରିର ତମସରେ ହଜାଇ ଦିଅ ଆଲୁଅ , ତମେ ବନ୍ଦ ହୋଇ ରହି ଯାଅ ମୋ ଆଖିରେ----------------- ମୁଁ ! ଜଳୁଥିବା ସମୟ କିଛି ତ ମହକ ଦେଇ ଯାଅ । (୧)
ହେ ବର୍ଷା ---------------- ଆଜି ତ ମତେ ଭିଜିବାକୁ ଦିଅ , ତା ବର୍ଷା ରେ-----------------! ବହିବାକୁ ଦିଅ ,ଜଳିବାକୁ ଦିଅ, ତା ସହ ! ବନ୍ଦ ଯେମିତି ନ ହେଇଯାଉ , ମୋ ଶ୍ୱାସପ୍ରସ୍ୱାଶ । (୨) ତମେ ତ ଲାଗ ଯେମିତି ପାଣିର ଚାଦର, ତୃଷାର୍ତ ମାଟିର ମେଘ, ରୌଦ୍ର ଗ୍ରୀଷ୍ମର ବରଫ ଥରେ ତ ଦେଖା ଦିଅ , ମହାକାଇ ଦିଅ ,ଏ ଜୀବନ, ଦିନ କୁ ବଦଳାଇ ଦିଅ ରାତିରେ, ନିଦକୁ ଭାଙ୍ଗି ଦିଅ ! ଚେଇଁବାକୁ ଦିଅ! ! ସକାଳ ହେବା ପର୍ଯ୍ୟନ୍ତ । (୩)
ଭିଜିବାକୁ ତ ଦିଅ ! ତମ ବର୍ଷାରେ ------------ ମନ କୁ ତା ମାନସୀ ସହ ପ୍ରାଣ କୁ ତା ପ୍ରିୟା ସହ ଦେହ କୁ ତା ଆତ୍ମା ସହ, ତୃଷାର୍ତ ମାଟି କୁ ତ ଦିଅ ମେଘ , ହାଏ ! ମୋ"" ମାୟା ମୃଗ '' । (୪)
ରାମପ୍ରସାଦବିଶୋଇ (କାଶ୍ୟପ), ସକାଳ-୭-୩୦ ମି ,୦୭ ଜୁନ ୧୬, ରାୟଗଡା ।
Others
- ଉପହାର ପ୍ରେମିକାକୁYudhisthir Khamari · 1 min read · 243 readsଆସ ନେଇଯିବ ସାଉଁଟା ଉପହାର
ପ୍ରତିଦାନେ ଚାହେଁନା ମୁଁ କିଛି
ମାୟାମୃଗ ଅବା ବାସର ରାତିRomance
- ମାୟାମୃଗTankadhar Majhi · 1 min read · 228 readsମାୟାମୃଗInspirational
- ଜଗତ ଜନନୀSasmita Mohapatra · 1 min read · 180 readsସଂସାର ସୁଖ ମୁଁ ଯାହାକୁ ବରିଛି
ସେ ସବୁ ଛାଡିଲେ ଅଧା ବାଟେ
ଭିଜା ନୟନରେ ପଛକୁ ଚାହିଁଲି
ବଢାଇଛ ମାଆ...Fantasy
- ହେ ମାୟାଧରTapaswini DashSarangi · 1 min read · 172 readsମାୟା ମୃଗତୃଷ୍ଣା ପଛେ
ସଂସାର ଓଲଟ ଗଛେ
ଛଟପଟ ହୁଏ ଚିତ୍ତ ମୋର
ହେ ମାୟାଧର...Inspirational
- ମାୟାମୃଗSatyabati Swain · 1 min read · 355 readsମୋ ପାଇଁ ଘରେ ତୁମ ଅଶାନ୍ତି କଳି
ମୁଁ ଦଳିତ ଘରର ଝିଅ ତୁମେ ବ୍ରାହ୍ମଣ
ମୋ ହାତରୁ ତମ ବଡବଡୁଆ
କୁଆଡେ ପାଣି ପାଇବେନି
ସାତ ପୁରୁଷ ଅପାଣିଆ ରହିବେ
ଗାଆଁରେ ତୁମକୁ ଏକଘରିକିଆ କରି ଦେବେ।।Inspirational