by Satyabati Swain ✓ · 12 Oct 2021
ମୋ ପାଇଁ ଘରେ ତୁମ ଅଶାନ୍ତି କଳି ମୁଁ ଦଳିତ ଘରର ଝିଅ ତୁମେ ବ୍ରାହ୍ମଣ ମୋ ହାତରୁ ତମ ବଡବଡୁଆ କୁଆଡେ ପାଣି ପାଇବେନି ସାତ ପୁରୁଷ ଅପାଣିଆ ରହିବେ ଗାଆଁରେ ତୁମକୁ ଏକଘରିକିଆ କରି ଦେବେ।।
Loading comments…
Comments
Loading comments…