ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି
ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ିParshuram Biswal · 1 min read · 7K readsଦେବକୀଙ୍କ କୋଳେ କୃଷ୍ଣ ସିନା ଜନ୍ମ, ପାଳିଲେ ଯଶୋଦା ମାତ
ବ୍ରହ୍ମା ସରଜିଲେ ମାନବ ସମାଜ, ତୋଳିଦେଲେ ଚାଷୀ ହାତ
କହରେ କାଳିଆ ଚାଷୀଟି ନଥିଲେ
କେ’ ଦିଅନ୍ତା ମୁଠେ ଭାତ ?Others