Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମୋତି
28 poems
ସାଗର ଭିତରେ ଶାମୁକା
BULU BEHERA · 1 min read · 195 reads
ସାଗର ଭିତରେ ଶାମୁକା
Romance
ପ୍ରେମ
RAJESH MOHAPATRA · 1 min read · 3.7K reads
ପ୍ରେମ ଯେ ନୁହେଁ ହୀରା ବା ମୋତି ପଇସାରେ କିଣିହେବ ସେତ ଅଟେ ଏକ ଦୁର୍ଲଭ ରତ୍ନ ତାକୁ ମନ ଦେଇ ଜିଣିହେବ
Others
ଏକ ଅନୁଭବ
Minakshi Samal · 1 min read · 393 reads
ମୋ ସୁକୃତ ବଳେ ଯଦି ମିଳେ ପୁଣ୍ୟ ସେ ଫଳ ତୁ ଭୋଗ କର ସମସ୍ତ ଖୁସିର ଅଧିକାରୀ ହୋଇ କଟିଯାଉ ଦିନ ତୋର।
Others
ତୁମେ ମୋ ଜୀବନ
Sankarsan Kar · 1 min read · 299 reads
ପ୍ରେମ ବଗିଚାର ସଜଫୁଟା ଫୁଲ ତୁମ ଦେହେ ଦିଏ ଛୁଇଁ, କାକର ବିନ୍ଦୁର ସୁନେଲି କିରଣ ଝଟକେ ତୁମରି ପାଇଁ । ଝରକା ଫାଙ୍କରୁ ତୁମ ପାଦ ଚିହ୍ନ ସହଜରେ ବାରି ହୁଏ, ପାଉଁଜି ତୁମର ପ୍ରେମ ରାଗସୁରେ ମନ ମୋର କିଣି ନିଏ । କାନର କୁଣ୍ତଳ ସତେ କି'ମୋତେ ହାତ ଠାରି ଡାକୁଥାଏ ? ଓଠ ସିନା ତୁମ ମୁଦିତ ନିରବ ଆଖି କଥା କହୁଥାଏ । ପ୍ରେମର ସାଗରେ ମୋତିଟିଏ ତୁମେ ମୁଁ ତୁମ ଶାମୁକାଟିଏ, ତୁମେ ହେଲେ ଛବି ମୁଁ ତୁମ ଛାଇ ତୁମେ ମୋ ଜୀବନ ଟିଏ ।
Romance
ସାଥି
Pareshchandra Das · 1 min read · 79 reads
ସାଥି
Romance
ସନ୍ଧାନ
Sudhashree Bhattamisra · 1 min read · 231 reads
ସନ୍ଧାନ
Abstract
Loading…
Next page →