StoryMirror - Read, Write, Share & Repeat- ଜୀବନସାଥୀGanapati Bag · 1 min read · 135 readsପ୍ରେମ ନଈଧାରେ ପ୍ରୀତିର ସାଗରେ ଦାମ୍ପତ୍ୟର ଡଙ୍ଗା ବାହି
ହର୍ଷ ଉଲ୍ଲାସରେ ଆଗେଇ ଯାଆନ୍ତି ମୁକୁତା ସନ୍ଧାନ ପାଇଁ ।Others
- ନୀରବ ଝଡ଼Debadatta Jena · 1 min read · 239 readsଶ୍ରାବଣ ଯେ ଲୁଚି ପାରେ,
ମେଘ କିଂତୁ ଲୁଚେନା,
ଝରି ଝରି ଅମାନୋଇ,
ଲୁଚ କାଳି ଖେଳେନା,
ଅସୁମାରୀ ମେଘ ହେଲେ,
ବର୍ଷା ଋତୁ ଆଣେନା,
ଜହ୍ନିଫୁଲ ଫୁଟେ ସିନା,
ବାସ୍ନା ତାର ବାସେନା,Romance
- ଥୁଣ୍ଟା ଗଛGangotri Priyadarshini · 1 min read · 189 readsସମୟ ର ସାୟାହ୍ନ ରେ,
ଚିରନ୍ତନୀ ସତ୍ୟର ସ୍ପର୍ଶରେ
ଆଜି ରୂପ ଲାବଣ୍ୟ ତା ବଦଳିଲାAbstract
- ମାଆAishwarya Mishra · 1 min read · 165 readsତୁମେ ବୈଶାଖରେ
ସୁଖପ୍ରଦାୟୀ ମଳୟର ସ୍ପର୍ଶ
ତୁମେ ଜୀବନଦାୟିନୀ ମୌସୁମୀ
ଶରତ ପରି ଶୁଭ୍ର ତୁମ କାୟା
ଶୀତରେ ତୁମେ
ମମତାର ଉଷ୍ମ ଛାୟା,Inspirational
ମୌସୁମୀ
ମୌସୁମୀEr Sachidananda Barik · 1 min read · 7K readsବର୍ଷାର ଲୁଚକାଳି ଖେଳFantasyମୌସୁମୀ
ମୌସୁମୀRamesh Patra · 1 min read · 13.8K readsମୌସୁମୀInspirational
Loading…