Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରଜପାନ
185 poems
ରଜ ଓ ପ୍ରିୟା (ବ୍ୟଙ୍ଗ କବିତା)
Prasant Kumar Nath · 1 min read · 6.9K reads
ଦୋଳି ଲାଗୁନାହିଁ ଏବେତ ଗାଆଁରେ ତା କୋଳେ ଖେଳିବି ଦୋଳି ଦୋଳି ନିଶା ପୁରା ଛାଡ଼ିଗଲା ମୋର ମାଆଠୁ ଶୁଣିକି ଗାଳି ।
Comedy
ରଜ ଯେବେ ଆସେ
Hasyamayee Raj · 1 min read · 11.4K reads
ବୁଢୀମାର ହାତ ଭଙ୍ଗା ଖିଲି ପାନ ପାଟି ଓଠ ଦିଶୁଥାଏ ରଙ୍ଗୀନ ରଙ୍ଗୀନ
Others
ଏ ବର୍ଷ ରଜ
Kalpana Mishra · 1 min read · 11.8K reads
ରଜର ନାଲିପାନରେ ଆକାଶର ନିର୍ମଳ ଚାଦରକୁ ରଙ୍ଗେଇବାରେ ବ୍ୟସ୍ତ ॥
Others
ରଜଗୀତ
Ranjan Kumar Brahma · 1 min read · 23.7K reads
ଦୋଳି ଝୁଲେ ଆଗପଛ ମୋ ପରେ କିଏ ଖେଳିବ ଆସ ଖେଳିବା ଆସ ଲୋ ପଛରେ ରୁହ ପ୍ରସ୍ତୁତ , ବଉଳ....
Classics
ପହିଲି ରଜ
Ashok Kumar Pradhan · 1 min read · 107 reads
ମେଘ ସାଥେ ମାଟିର ମିଳନ ସମ୍ଭୋଗେ ଶ୍ରେଷ୍ଠ ମାସ, ବିରହ ଯକ୍ଷ ପ୍ରେରିତ ଚିଟାଉ ମେଘ ନିଏ ପ୍ରିୟା ପାଶ ll
Classics
ପଟା ଦୋଳିରେ ଝୁଲଇ ରାଧା
DILIP KUMAR SAHOO · 1 min read · 158 reads
ମୁହଁ ଅନ୍ଧାର ଭାରି ସୁନ୍ଦର ଭରା ଗାଧୁଆ ତୁଠରେ ଚନ୍ଦନ ଚିତା ସରୁ ଅଳତା ମହକେ ବାଟଘାଟରେ ଗଛ ମୂଳରେ ଭାରି ଗହଳି ଗଛ ଡାଳରେ ଝୁଲେ ବାଉଁଶ ଦୋଳି ତାଆସ ପାଲି କବାଡି ଖେଳ ବୁଲାବୁଲି ସେ କେତେ ମଉଜ ସେତ ଆସିଛି ଆସିଛି ଆସିଛି ରଜ.
Classics
Loading…
Next page →