by DILIP KUMAR SAHOO ✓ · 21 Jun 2022
ମୁହଁ ଅନ୍ଧାର ଭାରି ସୁନ୍ଦର ଭରା ଗାଧୁଆ ତୁଠରେ ଚନ୍ଦନ ଚିତା ସରୁ ଅଳତା ମହକେ ବାଟଘାଟରେ ଗଛ ମୂଳରେ ଭାରି ଗହଳି ଗଛ ଡାଳରେ ଝୁଲେ ବାଉଁଶ ଦୋଳି ତାଆସ ପାଲି କବାଡି ଖେଳ ବୁଲାବୁଲି ସେ କେତେ ମଉଜ ସେତ ଆସିଛି ଆସିଛି ଆସିଛି ରଜ.
Loading comments…
Loading comments…