କବିତା ଶୀର୍ଷକ : ବର୍ଷା ରାଣୀ
କବିତା ଶୀର୍ଷକ : ବର୍ଷା ରାଣୀ Jagannath Ray · 1 min read · 7K readsବର୍ଷା ରାଣୀ , ଶ୍ରାବଣ ରେ ଶ୍ରାବଣୀ ର ଭିଜା ଭିଜା ପ୍ରୀତି ସ୍ପର୍ଶ । ଉତ୍ଫୁଲ୍ଲିତ ପ୍ରକୃତି ରାଣୀ ବର୍ଷା ର ଆଗମନରେ । ମନର ମାନସୀ ବି ସ୍ମୃତି ର ଆଢୁଆଳରେ ବର୍ଷା ସାଙ୍ଗେ ମିଶି ଆତ୍ମା ତୃପ୍ତ କରେ । ଓଦା ହୃଦୟ ଭିଜା ମାଟି ସବୁ ଆଜି ଏଇ ମୋ ବର୍ଷା ରାଣୀ ର କୋଳରେ ॥ Others