by Trushna Das ✓ · 13 Apr 2021
ହେ ଗୋରୁମାନେ ବସିଛ କିଆଁ ମୁଖ ଶୁଖାଇ ଆଉ ଗୋପପୁରେ ନାହାଁନ୍ତି ତୁମ କହ୍ନାଇ ସେ ରଚୁଛନ୍ତି ଏମିତି ଗାଥା ଯାହା ଲିଖଗତ ହୋଇବ ଭଗବତ ଗୀତା ନାମେ ପ୍ରସିଦ୍ଧ ସଦା ଦେଖାଇ ନିଜର ବିଶ୍ୱରୂପ ଧର୍ମର କରିଛନ୍ତି ପୁନଃରୁଦ୍ଧାର।।
Loading comments…
Loading comments…