English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଯଶୋଦାରାଣୀ
223 poems
କହ୍ନାଇ
Trushna Das · 1 min read · 208 reads
ହେ ଗୋରୁମାନେ ବସିଛ କିଆଁ ମୁଖ ଶୁଖାଇ ଆଉ ଗୋପପୁରେ ନାହାଁନ୍ତି ତୁମ କହ୍ନାଇ ସେ ରଚୁଛନ୍ତି ଏମିତି ଗାଥା ଯାହା ଲିଖଗତ ହୋଇବ ଭଗବତ ଗୀତା ନାମେ ପ୍ରସିଦ୍ଧ ସଦା ଦେଖାଇ ନିଜର ବିଶ୍ୱରୂପ ଧର୍ମର କରିଛନ୍ତି ପୁନଃରୁଦ୍ଧାର।।
Inspirational
ଓଗାଳିବା ଆସ ବାଟ
ବି. ନିରୁପମା · 1 min read · 480 reads
କାହାଘରେ ପଶି ସଖାଙ୍କ ଗହଣେ କରୁଅଛି ନିତି ଚୋରି , ମୁରବୀ ସାଜିକି ବାଣ୍ଟି ଦେଉଅଛି ଦୁଧ,ଦହି ମନ ଭରି
Drama
ଆମ ମାତୃଭାଷା
Kalandi pal · 1 min read · 136 reads
ଆମ ମାତୃଭାଷା
Inspirational
dear diary
Purnima Prusty · 1 min read · 143 reads
ମୋ ମା ମତେ ଖାଇବା ଶିଖେଇ ଥିଲା ତୁମେ ଖାଇବା ବନେଇବା ଶିଖେଇ ଦିଅ ମୋ ମା ମତେ ଘର ସଜେଇବା ଶିଖେଇ ଥିଲା ତୁମେ ଘର ବନେଇବା ଶିଖେଇ ଦିଅ ମୋ ମା ମତେ ଯତ୍ନ ଦେଇଥିଲା ତୁମେ ଯତ୍ନ କରିବା ଶିଖେଇ ଦିଅ
Classics
ଦୟାମୟ ଦୁଃଖହାରୀ
Prasanta kumar Hota · 1 min read · 6.9K reads
ଦରଶନ ଦେଲେ ଦୁଃଖ ହୁଏ ଦୂର ଏତେ ଭାଗ୍ୟ ମୋର କାହିଁ ଜଗତ ଜନରେ ହୁରି ପଡିଯିବ କେତେ ସେବା କଲେ ପାଇ
Tragedy
ଜଗନ୍ନାଥ ତୁମେ
Trupti Paikaray · 1 min read · 13K reads
ତୁମେ ଅଭୟ, ତୁମେ ଅକ୍ଷୟ, ଶୂନ୍ୟରୁ ତୁମେ ଶତ ଶହସ୍ର, ଵିନ୍ଦୁରୁ ସିନ୍ଧୁଯାଏ ତୁମ ଅସ୍ଥିତ୍ୱ I
Others
Loading…
Next page →