Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରୌଦ୍ର
22 poems
ପଦଟିଏ ତୋ ନାଆରେ ପ୍ରିୟା ୩
PRASANTA KUMAR MAHAPATRA · 1 min read · 235 reads
କାକର ଝରା ସେ ଗୋଲାପକୁ ଦେଖ ସରି ନୁହେଁ ସେ ତୁମକୁ ତୁମରି ଦେହର କୋମଳ ପରଶେ
Romance
ମୌସୁମୀ
Sasmita Mohapatra · 1 min read · 99 reads
ଉତ୍ତପ୍ତ ମହୀକୁ ପ୍ଲାବିତ କର ସ୍ଥାବର, ଜଂଗମ, କୀଟ ତତଲା ଆଉ ତୃଷାର୍ତ୍ତ ଅନିଳ ବରଷେ ସର୍ବତ୍ରଉତ୍ତପ୍ତ ମହୀକୁ ପ୍ଲାବିତ କର ସ୍ଥାବର, ଜଂଗମ, କୀଟ ତତଲା ଆଉ ତୃଷାର୍ତ୍ତ ଅନିଳ ବରଷେ ସର୍ବତ୍ର
Others
ଘର୍ମ
Sanjay kumar Panda · 1 min read · 224 reads
ସେ ପୁଣି ଆସେ ଏକ ଅଜଣା ସାୟାହ୍ନରେ ଅତି ଅନ୍ତରଙ୍ଗ ବୋଲାଉଥିବା ସେହି ମନର ମାନସୀକୁ ପ୍ରେମ ପତ୍ରଟି ସାତଭାଙ୍ଗ କରି ବଢେଇ ଦେବାବେଳେ ।
Others
ଯାହାକୁ ଚାହିଁ ଚାହିଁ
Umashankar Satpathy · 1 min read · 217 reads
ଯାହାକୁ ଚାହିଁ ଚାହିଁ
Romance
ପ୍ରତୀକ୍ଷା
Umasankar Sahu · 1 min read · 139 reads
ଶ୍ରାବଣରେ ଥରେ କଳାମେଘ ସାଙ୍ଗେ ବରଷା ହେଇ ତୁ ଆ, ଅନ୍ତ ହେଉ ମୋର ପ୍ରତୀକ୍ଷାର କ୍ଷଣ ଭିଜେଇ ଦେଇ ତୁ ଯାଆ ।।
Others
ତୁଠ ପଥର
Sasmita Mohapatra · 1 min read · 239 reads
ସମୟର ଇସାରାରେ ନୀରବ ସଙ୍ଗୀତ ଗାଇଛି ପ୍ରଖର ସୁଅରେ ଅସ୍ତିତ୍ଵକୁ ଜାବେଡି ଧରିଛି। ତୁମ ଆଶ୍ଲେଷଟିଏ ପାଇଁ ପାଣିରେ ପ୍ଲାବିତ ହୋଇ ପିପାସା ମୁଁ, କୋଳାହଳ ପାଇଁ ତଥାପି ଶୁନଶାନ୍ ନଈପଠାଟିରେ ଅନେକ ଦେଖିଛି.... କେବେ ସକାଳର ସୁନେଲି ପ୍ରୀତିକୁ କେବେ ଜ୍ୟୋସ୍ନାସିକ୍ତ ମଉନ ରାତିକୁ ବସନ୍ତର ମୃଦୃ ସମୀରଣ ଦ୍ବିପ୍ରହରର ନିଷ୍ଠୁର କଷଣ ନିରେଖି ମୁଁ ଦେଖିପାରେ ଅନୁତପ୍ତେ ତୁମ ଫେରାବାଟ ଅନ୍ତରର ତଳେ ମୋର କେତେ କୋହ,ବାନ୍ଧିଛି ଜମାଟ।
Others
Loading…
Next page →